Latest Odisha News
Browsing Tag

BharatJodo Yatra

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲା ୫ ବର୍ଷର ଅଭିମନ୍ୟୁ; ଖାଲି ଦେହରେ ରାହୁଲଙ୍କ ହାତ ଧରି ଚାଲିଲା

ରୋହତକ: ଭାରତ ଯୋଡୋ ଯାତ୍ରାକୁ ନେଇ ବେଶ ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଶିଶୁ ।  ଏହି ଶିଶୁକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ । ୫ ବର୍ଷର ଅଭିମନ୍ୟୁ ଶର୍ମା ଖାଲି ଦେହରେ ରାହୁଲଙ୍କ ସହ ବୁଲୁ୍‌ଥିବା ଦେଖିବାକୁ…

ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଲେ ପୂର୍ବତନ RAW ମୁଖ୍ୟ: ରାହୁଲଙ୍କ ହାତରେ ହାତ ମିଶାଇ ଚାଲିଲେ

ନୂଆଦିଲ୍ଲୀ: ୯ ଦିନର ବିରତୀ ପରେ ଆଜି ପୁଣିଥରେ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଯାଇଛି। ରାହୁଲଙ୍କର ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି ବହୁ ଜ୍ଞାନୀଗୁଣି ବୁଦ୍ଧିଜୀବୀ। ସିନେ ତାରକାଙ୍କ ସହ ଅର୍ଥନୀତିଜ୍ଞ ଓ ବଡ଼ ବଡ଼ ପଦବୀରେ ରହି ସାରିଥିବା ଅଫିସରମାନେ ମଧ୍ୟ ଏହି ଯାତ୍ରାରେ…

କଶ୍ମୀର ଗେଟ ହନୁମାନ ମନ୍ଦିରରେ ପ୍ରିୟଙ୍କାଙ୍କ ସହ ରାହୁଲ; ଏହି ମନ୍ଦିର ସହ ରହିଛି ପାରିବାରିକ ସମ୍ପର୍କ

ନୂଆଦିଲ୍ଲୀ: ବ୍ରେକ ପରେ ପୁଣି ଆରମ୍ଭ ହୋଇଛି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ନିଜେ ରାହୁଲ । ଦିଲ୍ଲୀର କାଶ୍ମୀର ଗେଟ ପାଖରେ ଥିବା ପ୍ରାଚୀନ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ରାହୁଲ । ଶୀତକାଳୀନ ବ୍ରେକ ପରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ପୁଣି…