କବିତା : ସଂଶୋଧନ
ଭାରତୀ ସରିତା ମହାନ୍ତି
ମଣିଷ ମାତ୍ରକେ ଭୁଲ ଅଛି ସିନା
ନ କରେ ଯେ' ସଂଶୋଧନ
ଜୀବନଟା ତା'ର ହୁଏ ଅସଜଡା
ପାଏ ନିନ୍ଦା ଅପମାନ।
ଜ୍ଞାନ ଆହରଣ ପାଇଁ କରେ ଶିକ୍ଷା
ହୁଏ ତା'ର ମୂଲ୍ୟାୟନ
ହୋଇଥିବା ଭୁଲ୍ ସଂଶୋଧନ କଲେ
ସପନ ହୁଏ ପୂରଣ।
କେବେ ପରିସ୍ଥିତି କେବେ ପରିବାର
କେବେ…