Latest Odisha News

BREAKING NEWS

Browsing Tag

Bhasa bahgbata

ଭାଷା ଭାଗବତ : ଶାସ୍ତ୍ରୀୟ ସ୍ବାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାକୁ କହୁଁ ଆମେ ଶାସ୍ତ୍ର ତାହା କଦାପି ନୁହେ ଅସ୍ତ୍ର ନିୟଂତ୍ରଣ କରିବ ମନ ଅଥବା ସ୍ବାଧୀନ ଚିଂତନ ଶାସ୍ତ୍ର, ଶାସ୍ତ୍ର ହୁଅଂତି ଘୋଷି ନିର୍ଦିଷ୍ଟ ଶାସ୍ତ୍ର ନ ପ୍ରକାଶି ତେଣୁ ମତ ଯାହାର ଯାହା ଶାସ୍ତ୍ର ବୋଲାଇଥାଏ ତାହା…

ଭାଷା ଭାଗବତ : ବିଲୁପ୍ତ ହେବା ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଲିପିକୁ ସୁଦୃଶ୍ୟ, ସରଳ କରିବା ପାଇଁ ହେଲା ବେଳ ନ ହେଲେ ଏବେ ହିଁ ସକ୍ରିୟ ଅଛି ବିଲୁପ୍ତ ହେବା ଭୟ କେବଳ ସାହିତ୍ୟ ଲିଖନ ବଳରେ ଭାଷାର ଉତ୍‌ଥାନ ହେବାର ନାହିଁ ସଂଭାବନା ଏହି ବିଷୟ ହେଉ ଘେନା …

ଭାଷା ଭାଗବତ : ଜ୍ଞାନର ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଏଠାରେ କାହାକୁ ପଚାରି କିଏ ବା କେତେ ଜାଣିପାରି ହୋଇବ ସତରେ ନିଶ୍ଚିତ ଏହା ତ ନୁହେ ସୁନିଶ୍ଚିତ ଦଶ ବହିରେ ଦଶ କଥା ପଢ଼ିଲେ ଘୂରିଯାଏ ମଥା ପ୍ରତ୍ୟେକେ ଭିନ୍ନ ଭିନ୍ନ ମତ କରିଥାଆଂତି ପ୍ରକାଶିତ…

ଭାଷା ଭାଗବତ : ଆଶୁବିଶ୍ବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଶୁବିଶ୍ବାସୀ ହେଲେ ଜଣେ ଯାହା ଶୁଣେ, ତା ସତ୍ୟ ମଣେ କରେନାହିଁ ବାଛବିଚାର ମଥାକୁ କରେ ମିଛ-ଘର ଟିକେ ଅଧିକ ଖୋଜାଖୋଜି କରିବା ପାଇଁ ନୁହେ ରାଜି ତତ୍କାଳ କରଇ ପ୍ରଚାର ଯାହା ବି ଧାରଣା ତାହାର …

ଭାଷା ଭାଗବତ : ପରଂପରା ଲୁପ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପରଂପରା ହେଲାଣି ଲୁପ୍ତ ତାହା ହେବା ପୁନର୍ଜୀବିତ ନୁହେ ସହଜସାଧ୍ୟ କାର୍ଯ ଅଥବା ନୁହେ ଅନିବାର୍ଯ ଯାହା ହୋଇଗଲାଣି ମୃତ ତାହା ହେଲାଣି ସ୍ମୃତିଗତ ସେହି ରୂପରେ ତାହା ଥାଉ ଅତୀତ ତୃପ୍ତିଦାୟୀ ହେଉ ଇତିହାସରେ କରି ବାସ ଯେ ପାଏ…

ଭାଷା ଭାଗବତ : ସତ୍ୟାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କହି ନ ହେଲେ ସତ କଥା ପାଳିପାରିବା ନିରବତା ନିଜ ଭଳି ପାରିବା ହୋଇ କଷ୍ଟ କି ପରିଶ୍ରମ ନାହିଁ ସ୍ବର୍ଗ ଖୋଜିବାନାହିଁ ଦୂରେ ତାହା ତ ଅଛି ନିଜ ଘରେ ସ୍ବର୍ଗ ତ ଶୁଦ୍ଧ ମନୋଭାବ ଆମର ନିତ୍ୟ ଅନୁଭବ ସ୍ବର୍ଗ ଯେହେତୁ ନୁହେ ସ୍ଥାନ…

ଭାଷା ଭାଗବତ : କ୍ରମିକ ପତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'କରିଲେ ଅତି ବେଶି ଚର୍ଚା କାମରେ ରହିବ ଖଇଚା' ଏହା ତ ଜଣାବୁଝା ସତ ଅଲୋଡ଼ା ସବୁ ମତାମତ ଲେଖିବା କାମ ଏକ କାର୍ଯ ଏଯାଏଁ ହୋଇନି ସ୍ବୀକାର୍ଯ କୁହାଳିଆ ପାଇଲେ ମାନ ହୁଏ କର୍ମୀଂକ ଅପମାନ ବଦଳାଇଲେ ମନୋଭାବ ଯେ ଯାହା କରେ ତାହା…

ଭାଷା ଭାଗବତ : ନୂଆ ଜ୍ଞାନୋଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଯଂତ୍ର ବିନା ବି ବହୁ ତତ୍ତ୍ବ ସେକାଳେ ହେଲା ଆବିଷ୍କୃତ ଲୋକେ ହୋଇଲେ ଉପକୃତ ଏହା ହିଁ ଆଦିମୂଳ ସତ୍ୟ ଏହା ହିଁ ଜ୍ଞାନର ଆଧାର ବିଜ୍ଞାନ ପ୍ରୟୋଗ-ନିର୍ଭର ଜ୍ଞାନ ପାଇଁ ଲୋଡ଼ା ମନନ ବିଜ୍ଞାନ…

ଭାଷା ଭାଗବତ : ଅତି-ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧାଡ଼ି ସବୁ ହୋଇଲେ ଯୋଡ଼ା ଆଖିକୁ ମିଳିଥାଏ ପୀଡ଼ା ଯେତେବେଳେ ବି ହୁଏ ପଢ଼ା ଆଖିକୁ ସୁଖ ପଡ଼େ ଲୋଡ଼ା ଲେଖିଲେଶବ୍ଦସବୁଯୋଡ଼ି ଅର୍ଥ ତ ହୁଏନାହିଁ କାଢ଼ି ପାଠକଗଲେବାଟହୁଡ଼ି କେବେ ବି ଆସେନି ବାହୁଡ଼ି …

ଭାଷା ଭାଗବତ : ସାଂଦ୍ର ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିସ୍ତାରଣ ବା ସଂକ୍ଷେପଣ ଲେଖକେ ଯହିଁରେ ନିପୁଣ କରଂତି ସେପରି ଲିଖନ ଏହା ତ ସାହିତ୍ୟର ଗୁଣ କିଏ କରଂତି ସାଂଦ୍ର ଲେଖା କିଏ ବର୍ଣନାତ୍ମକ ଏକା ଉଭୟେ ଭାବନା ଓ ଚିଂତା ଆଦିକୁ ଦେଇ ବର୍ଣ-ସତ୍ତା କରଂତି ସାହିତ୍ୟ ସଂଭବ ବୁଝଂତି…