Latest Odisha News
Browsing Tag

Bhasa bahgbata

ଭାଷା ଭାଗବତ : ସବୁ କାମ ବୃଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଝଡ଼, ବାତ୍ୟା,ବତାସ ଆସି ଏଠି ବହୁତ କିଛି ନାଶି ସହଜେ ଯାଇଥାଂତି ଖସି କେବେ ବୋଲାଂତିନାହିଁ ଦୋଷୀ ଲୋକେ ଲୋକଂକ ସହ ମିଶି ସଖା ହୁଅଂତି ବସି, ହସି ତା'ପରେ ଗଲେ ସୁଦ୍ଧା ଖସି କେବେ ତ ହୁଅଂତିନି ଦୋଷୀ ସଂପର୍କ ଯୋଡ଼ା,…

ଭାଷା ଭାଗବତ : ବିଧିନିର୍ଦିଷ୍ଟ କାର୍ଯ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦେହରୁ ପ୍ରାଣର ବିଦାୟ ପରେ ଆରଂଭ ହୁଏ କ୍ଷୟ ଏହା ବିଧିନିର୍ଦିଷ୍ଟ କାର୍ଯ ସଂସାରେ ଅଟେ ଅନିବାର୍ଯ ଖୋଜିଲେ ମୃତ୍ୟୁର କାରଣ କରିହୁଏନି ନିବାରଣ ଯାହା ଏପରି ସୁନିଶ୍ଚିତ ତା ପାଇଁ ନ ହେଲେ ଚିଂତିତ…

ଭାଷା ଭାଗବତ : ଋତୁ ଚର୍ଚା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖରା, ବରଷା ଆଉ ଶୀତ କଲେ ହେଁ ପୃଥିବୀର ହିତ ମନୁଷ୍ଯ ହୋଇ ବିଚଳିତ ଋତୁଂକୁ କରଇ ଚର୍ଚିତ ସତେ ଯେମିତି ଚର୍ଚା କଲେ ଋତୁର ଚରିତ୍ର ବଦଳେ ଏହା ତ ହୋଇନି ସଂଭବ କିଆଁ କରୁନୁ ଅନୁଭବ ? ପ୍ରକୃତି ନିଜ ମାର୍ଗ ଧରି ଆସେ ଓ…

ଭାଷା ଭାଗବତ : ଚଳିତ ସମୟର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥାରେ ଯେଉଁ ଶବ୍ଦ ଚଳେ ତାହା କେବଳ ଲେଖିଦେଲେ ଭାଷାକୁ ପଶେ ସରଳତା ବିଲୁପ୍ତ ହୁଏ ଦୁର୍ବୋଧ୍ୟତା ଲିପି ତ ଧ୍ବନିର ସୂଚକ ସ୍ବତଃ ତା ଶବ୍ଦର ରକ୍ଷକ ମୂଳ ଭାଷା ପାଟିର କଥା ସଂଭାଳେ ଶବ୍ଦର ସ୍ଥିରତା ଧ୍ବନି ଓ ଲିପିର…

ଭାଷା ଭାଗବତ : ନିଷ୍ଠା ବିହୀନ ଚେଷ୍ଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅହଂ, ଈର୍ଷା ଦିଅଂତି ସ୍ରଷ୍ଟା ମାରିବା ପାଇଁ କରି ଚେଷ୍ଟା ଆମେ ମିଶାଉନାହୁଁ ନିଷ୍ଠା ତେଣୁ ତ ମିଳେନି ପ୍ରତିଷ୍ଠା ପରଶ୍ରୀକାତର ଦୁର୍ଗୁଣ ପାଣି ସହ ଯେମିତି ଲୁଣ ଚଂଚଳ ହୋଇଲେ ବିଲୀନ ସୁଂଦର ହେବ ଏ ଜୀବନ ମନୁଷ୍ଯ ଜୀବନ…

ଭାଷା ଭାଗବତ : ଗୋମାତା, ସ୍ବମାତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋମାତାଠାରୁ ଦୁହିଁ କ୍ଷୀର ଗୋପାଳ ଚଳାଏ ବେପାର ବାଛୁରି ରହିପାରେ ଜିଇଁ ବାସିଭାତ ତୋରାଣି ପିଇ ସ୍ବମାତା ଥନ ଗଲେ ଶୁଖି ଶିଶୁଟେ ଗୁଂଡ କ୍ଷୀର ଢୋକି ମାଆର ମୁହଁକୁ ନିରେଖି ସତରେ ହୋଇଥାଏ ସୁଖୀ ଗୋମାତା, ସ୍ବମାତା…

ଭାଷା ଭାଗବତ : ବିଶ୍ବର ଦୁର୍ଯୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁଂଜେ ଜୁଳୁଜୁଳିଆ ପୋକ ଦେଖାଇ ନିଜସ୍ବ ଆଲୋକ କରିଲେ ସୂର୍ଯକୁ ବିରୋଧ ଆପେ ହୁଅଂତି ହାସ୍ୟାସ୍ପଦ ପୋକର ଅଳ୍ପ ଟିକେ ଜ୍ୟୋତି ଲାଭ ବଦଳେ କରେ କ୍ଷତି ଦୃଶ୍ୟ ହେଲେ ହେଁ ମନୋହର ରାଜୁତି ଚଳେ ଅଂଧାରର ସୂର୍ଯ ଜଳଂତା ଅଗ୍ନି…

ଭାଷା ଭାଗବତ : କାଳଚ୍ୟୁତ ହେଉଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥିତ ଓ ଲିଖିତ ଭାଷା ମଧ୍ୟରେ ନାହିଁ ମିଳାମିଶା ତେଣୁ ଏ ଭାଷାର ଦୁର୍ଦଶା ସଂଚାର କରୁନାହିଁ ଆଶା ଯେଉଁ ଭାଷାରେ କଥା କହୁଁ ସେ ଭାଷା ଯେଣୁ ଲେଖୁନାହୁଁ ପଢ଼ିଲେ ସୁଦ୍ଧା କେତେ ଲୋକ ସେ ସବୁ ଲାଗେ ନିରର୍ଥକ ଯାହା ହୁଏନି…

ଭାଷା ଭାଗବତ : ସତ୍ୟାନୁଭବୀ ଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାନୁଭବ କଲେ ଲୋକ କହିବା ନୁହେ ଆବଶ୍ଯକ ସତ୍ୟକୁ କଲେ ଶବ୍ଦବଦ୍ଧ ତା ମାର୍ଗ ହୁଏ ଅବରୁଦ୍ଧ ସତ୍ୟ କହିଲେ ସମାଧାନ ହେବାର ମିଳୁନି ପ୍ରମାଣ ଓଲଟି ହୁଏ ଗୋଳମାଳ ମିଳେନି କେବେ ଶେଷଫଳ ସତ୍‌କଥା ଆଉ ସତ୍‌କର୍ମ ମଧ୍ୟରୁ…

ଭାଷା ଭାଗବତ : ପାରସ୍ପରିକ ସଂଶୋଧନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ କହେ ' ଏହା ମୋର ଶୈଳୀ ମୁଁ ସଦା ଲେଖେଁ ଏହି ଭଳି : ' ସମାସ୍ୟା, ସଚ୍ଚିତ୍ର, ଗାରିମା ତୃଟୀ ଥେଲେ କରୀବେ ଖ୍ୟମା ' ତାହାର ହୁଏ ଯାହା ଇଚ୍ଛା ସେ ଯଦି ଲେଖିବ ଅଇଛା କିପରି ହେବ ସଂଶୋଧନ କେ କରିପାରେ ଅନୁମାନ ?…