Latest Odisha News

BREAKING NEWS

Browsing Tag

Bhasa bahgbata

ଭାଷା ଭାଗବତ : ଭାଷାର ଉନ୍ନତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖି ସଜାଡ଼ୁଁ ବାରଂବାର କେବେ ନ ହୋଇ ହରବର ହୋଇଲେ ହୀରା କାରିଗର ସର୍ବଦା ଲାଗୁଥାଏ ଡର ଡରି ଡରି କରିଲେ କାମ ନିଶ୍ଚୟ ହୁଅଇ ଉତ୍ତମ ପାରିଲେ ନିଷ୍ଠା, ଧୈର୍ଯ ଧରି ଯ କେହି ପାରେ ସବୁ କରି ଦମନ କଲେ ଆତୁରତା ଅସ୍ଥିର…

ଭାଷା ଭାଗବତ : ନିଜସ୍ବ ଭାବ, ନିଜ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତିର ପ୍ରେମ କିଂବା ଘୃଣା ପଛର କାରଣ ଅଜଣା ହୋଇ ବି ପାରେ ଆପେ ବଢ଼ି ମନରୁ ହୁଏନି ଘଉଡ଼ି ' କାହିଁକି ? ' ପ୍ରଶ୍ନର ଉତ୍ତର ଖୋଜିଲେ ସୁଦ୍ଧା ବାରଂବାର ମୁଖ୍ୟତଃ ପ୍ରାୟତଃ ମିଳେନି ବ୍ୟକ୍ତିର ଭାବ ବଦଳେନି ବୋଲାଇ '…

ଭାଷା ଭାଗବତ : ସ୍ଥଗିତ ନବଜାଗରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯିଏ ନିଜକୁ ଯାହା ଭାବୁଁ ତାହା ଯେହେତୁ ନୁହେ ସବୁ ଯେ ଯାହା ପାରିଅଛୁଁ ହୋଇ ତାହା ବି ଯଥେଷ୍ଟ ନୁହଇ ବ୍ୟକ୍ତିର ସବୁ ସଂଭାବନା ବ୍ୟକ୍ତ କରିବା କଳା ଜଣା ନ ଥାଏ, ତେଣୁ ଅସଂପୂର୍ଣ ସଂସାରେ ମଣିଷ ଜୀବନ ନିଜେ ହିଁ ନିଜର…

ଭାଷା ଭାଗବତ : ବ୍ୟକ୍ତିର ଖ୍ୟାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପତ୍ତି ସହ ପ୍ରତିପତ୍ତି ଥିଲେ ବି ମନରେ ଅଶାଂତି ପୂରାଇଥାଏ ଯେଉଁ ବ୍ୟକ୍ତି ପାଏନି ' ସୁଖ ' ଭଳି ତୃପ୍ତି ମନରେ ହେଲେ ଆଂଦୋଳନ କର୍କଶ ଉତ୍କଟ ବଚନ ସର୍ବଦା ହୁଏ ଉଦ୍‌ଗିରଣ କରେ ଅଶାଂତି ଉତ୍ପାଦନ ଅଶାଂତି ସଂକ୍ରମଣଶୀଳ…

ଭାଷା ଭାଗବତ : କର୍ମଠ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚେଇଁଥିବା ବେଳେ କର୍ମଠ ହେଲେ ଶୋଇବା ବେଳେ କଷ୍ଟ ହେବାର ନାହିଁ ସଂଭାବନା ଏହା ତ ଅନେକଂକୁ ଜଣା ଦେହକୁ କରିଲେ ହାଲିଆ ମନରେ ପଶେନି ଅଳିଆ କେବଳ କର୍ମକୁଂଠ ଲୋକ ଭୋଗଂତି ନିଜଗଢ଼ା ଦୁଃଖ ମନରେ ସୁଖ ଉତ୍ପାଦନ କରିଲେ…

ଭାଷା ଭାଗବତ : ଫୁଲର ପରିଚିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଫୁଲର ଚିତ୍ର ନୁହେ, ଫୁଲ ଦେଖିଲେ ଲାଗେ ସତେ ଭଲ ଲଗାଇ ନିଜ ବଗିଚାରେ ଦେଖିବା ନିଜର ଇଚ୍ଛାରେ ଫୁଲର ସ୍ପର୍ଶ ଓ ସୁବାସ ଚିତ୍ରରେ ହୁଏନାହିଁ ଦୃଶ୍ଯ ସକଳେଂଦ୍ରିୟାଶ୍ରୟୀ ଫୁଲ ସହିତ ଚିତ୍ର ସମତୁଲ ହେବା ତ ନୁହଇ ସଂଭବ…

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ପର୍କ୍କିତ କି ସଂପର୍କିତ ସମ୍ବର୍ଦ୍ଧିତ କି ସଂବର୍ଧିତ ବାଛିଲେ ଦ୍ବିତୀୟ ପ୍ରକାର ଲିପିର ଗତି ଦ୍ରୁତତର ହେବାର ଅଛି ସଂଭାବନା ତେବେ ବି ହେଉନାହିଁ ଘେନା ମନରେ କେଉଁ ଦୁର୍ଭାବନା ରଖି କରିଚାଲିଛୁଁ ମନା ଯେ କେହି…

ଭାଷା ଭାଗବତ : ଦଗ୍‌ଧ ସ୍ବଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୂର ବା ନିକଟ ଅତୀତ ଏଠାରେ ନିତି ଉପାସିତ କିଂତୁ ଚଳିତ ବର୍ତମାନ ପ୍ରତ୍ୟହ ସହେ ଅପମାନ ଚଳିତ ସମୟକୁ ଗାଳି ଦେଇ ଲୋକେ ପାରଂତି ଚଳି କରଂତି ଅତୀତ ବଂଦନା ଏ କାମ ଭଲ ରୂପେ ଜଣା ନ ଥିଲେ ସୁଦ୍ଧା ନୂଆ ଜ୍ଞାନ ଉଦ୍‌ଗାରି…

ଭାଷା ଭାଗବତ : ଧନୀ ଲୋକର କୁଂଠା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନୀ ଓ ଜ୍ଞାନୀଂକର କୁଂଠା ସହ ରହେନି ଭାଷାନିଷ୍ଠା ବୃଥା ହୁଏ ସମସ୍ତ ଚେଷ୍ଟା କେହି ନୁହଂତି ଦୂରଦ୍ରଷ୍ଟା ବାସ୍ତବତାରୁ ହୋଇ ଚ୍ୟୁତ ସେମାନେ ଅତି ଉଲ୍ଲସିତ ହୋଇ ରହଂତି ଆତ୍ମଲୀନ ଦେଖଂତି ଅଳୀକ ସପନ ଅନୁକରଣକାରୀ ହେଲେ…

ଭାଷା ଭାଗବତ : ଜୀବିତ ଲେଖକ ଦୁଃଖୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶ୍ରାଦ୍ଧୋତ୍ସବ ଓ ଜନ୍ମଦିନ ପାଳନ କରି ଘନ ଘନ ଆମ ସାହିତ୍ୟ ସଂସ୍ଥାମାନ କରଂତି ଯେତେ ଆୟୋଜନ ତହିଁରୁ ଭାଷା ପ୍ରତି ପ୍ରୀତି ବଢ଼ୁ କି ନ ବଢ଼ୁ ଏ ଜାତି ଅତି ଉତ୍ସବ-ପରାୟଣ ହୋଇ କରୁଛି ଭାଷା ମ୍ଳାନ ଅସଂଖ୍ୟ ନିରବ ସାଧକ…