Latest Odisha News

BREAKING NEWS

Browsing Tag

Bhasa bahgbata

ଭାଷା ଭାଗବତ : ଦୁଃଖଭୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଚିଂତନ, ମନନର ଯୁଗ ବିଲୁପ୍ତ ହେବାରୁ ଦୁର୍ଯୋଗ ପଡ଼ିଛି ବୌଦ୍ଧିକ ସ୍ତରରେ କେହି କିଛି କରି ନ ପାରେ ଅଯଥା ମତ ଓ ମଂତବ୍ୟ ହୋଇଛି ଏବେ ଉପଜୀବ୍ୟ ଗୋଟିଏ ଅଧାବାକ୍ୟ ପଢ଼ି ଲୋକେ ଲେଖଂତି ଶହେ ଧାଡ଼ି…

ଭାଷା ଭାଗବତ : ସ୍ବଭାଷା ସରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସାମ୍ୟ ସହିତ ବୈପରୀତ୍ୟ ମିଶିଲେ ଗଢ଼ଂତି ସାହିତ୍ୟ ବ୍ୟକ୍ତିର ଦୃଢ଼ ଆନୁଗତ୍ୟ ବିଚାର କରେନି ଔଚିତ୍ୟ ଔଦ୍ଧତ୍ୟ କିଂବା ଆଭିଜାତ୍ୟ ଯୋଗୁଁ ସାଧକ ହେଲେ ଭୃତ୍ୟ ଶବ୍ଦର ସୁରମ୍ୟ ସ୍ଥାପତ୍ଯ ଲୁଚାଇ ରଖିପାରେ ସତ୍ୟ ସହସ୍ରାଧିକ ବର୍ଷ ଧରି…

ଭାଷା ଭାଗବତ : ଧୂମାଚ୍ଛନ୍ନ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ମଣିଷ ହୋଇ ସୁଦ୍ଧା ଜୀବ ମନରେ ନିରାଧାର ଗର୍ବ ଧରି କରଇ ଆତ୍ମନାଶ ତହିଁରୁ ଆହରେ ସଂତୋଷ ମନୁଷ୍ଯ ହେଲେ ସୁଦ୍ଧା ପଶୁ ସ୍ବଭାବେ ଅଧିକ ଜିଜ୍ଞାସୁ କରଇ ତଥ୍ୟ ବିଶ୍ଳେଷଣ ତହିଁରୁ ପାଇଥାଏ ଜ୍ଞାନ ଅଥଚ ଜ୍ଞାନର ପ୍ରୟୋଗ ନ କରି ହରାଏ…

ଭାଷା ଭାଗବତ : ଅଦ୍‌ଭୁତ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟର ଲୁହକୁ ଅତର ବୋଲି ଯେ କରଇ ବିଚାର ସେ ହିଁ କଂଦାଏ ଅହରହଃ ତା'ଠାରୁ ନିଜ ଦୂରେ ରହ ବଳବଂତ ହୁଏ ବିଜୟୀ ସଂସାର ରୀତି ଅନୁଯାୟୀ ଯୋଗ୍ୟତମର ଉଦ୍‌ବର୍ତନ ଏହାର ନାମ ବିବର୍ତନ ମଣିଷ ପ୍ରକ୍ରିୟା ସଂଭୂତ…

ଭାଷା ଭାଗବତ : ନିଃସ୍ବ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅରଣ୍ୟ ଔଷଧ ଭଂଡାର ଖୋଜି ଆଗ ବାହାର କର ରୋଗୀ ହୋଇବେ ଉପକୃତ ବଇଦ ବି ପାଇବେ ବିତ୍ତ ପ୍ରତ୍ୟେକ ଗାଆଁରେ ଜଂଗଲ ରହିଲେ କେତେ ଯେ ମଂଗଳ ପାଆଂତି ସବୁ ପ୍ରାଣୀକୁଳ ଏ କଥା ମନେ ଥରେ ଭାଳ ଯାହା କାଟି ଦେଇଛେଁ ବିକି…

ଭାଷା ଭାଗବତ : ଶ୍ରଦ୍ଧାପୂରିତ ଶବ୍ଦାଂଜଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲୋକେ ନ ଆସଂତି ବାହୁଡ଼ି କେବଳ ବହୁ ସ୍ମୃତି ଛାଡ଼ି ରହଂତି ଯେଣୁ ଆମ ମନେ ପାସୋରି ହୁଏନାହିଁ କ୍ଷଣେ ଯେ ଆଉ ଦେଖାଯାଉନାହିଁ ସ୍ମୃତିରେ ଅଛି ଯେଣୁ ରହି କରିଲେ ତାହାକୁ ସ୍ମରଣ ଆଚ୍ଛନ୍ନ କରେ ଆମ ମନ ଆମର ସ୍ମୃତି…