Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ଆଗମୁହାଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପଛ ଆଡ଼କୁ ଦେଖି ଦେଖି କେ ସତେ ଚାଲିପାରିବ କି ? ସଭିଏଁ ଜାଣଂତି ଉତ୍ତର ମୁହଁ ବୁଲାଂତି ବାରଂବାର ଚାଲିଲେ ହୋଇ ଆଗମୁହାଁ ସବୁ ଦିଶିବ ନୂଆ ନୂଆ ସଂଭବ ହେବ ଦ୍ରୁତ ଗତି ଚଂଚଳ ଘଟିବ ଉନ୍ନତି ଆଗକୁ ବଢିବାର ବାଟ…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି ଅଗ୍ରଗତି…

ଭାଷା ଭାଗବତ : ବାସ୍ତବ ଭାଷାପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାସ୍ତବ ଭାଷା ପ୍ରତି ପ୍ରୀତି ବଦଳେ ଅବଲୁପ୍ତ ରୀତି ପାଳନକାରୀ ହେଲେ ଜାତି ହୁଏନି ଭାଷାର ଉନ୍ନତି କାଳେ ଅଶୁଦ୍ଧ ହେବ ଭାବି ଯଦି ନ କହିବି, ଲେଖିବି ମୋ ମନ କୋଲପର ଚାବି ଖୋଜିଲେ କେଉଁଠି ପାଇବି ? ଭାଷା ପ୍ରୟୋଗ…

ଭାଷା ଭାଗବତ : ଭାଷାବଂତ ପ୍ରାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜର ଜୀବନ ଚରିତ ହେଉ କି ନ ହେଉ ଲିଖିତ ସ୍ମୃତିରେ ରହିଛି ଗଚ୍ଛିତ ତହିଁରୁ ହେଉଁ ଉପକୃତ ଅତୀତ କରିଲେ ସ୍ମରଣ ବୁଝିବା ଗୁଣ ଓ ଦୁର୍ଗୁଣ କେଉଁଟି କାହାର କାରଣ କରିବା ବ୍ୟକ୍ତିତ୍ୱ ବର୍ଧନ ସ୍ବାନୁଭୂତି ହିଁ…

ଭାଷା ଭାଗବତ : ସ୍ବଭାଷାର ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ଅତି ଅତୀତାଶ୍ରୟୀ ହୋଇ ସ୍ବଭାଷା ବଢ଼ି ପାରୁନାହିଁ ଛିଂଡାଇ ପାରୁନି ବଂଧନ କରୁଛି ଅରଣ୍ୟେ ରୋଦନ ସ୍ବଭାଷୀ କଥା ଶୁଣି କହି ଥାଆଂତି ସୁଖେ ଦୁଃଖେ ରହି ପଠନ ଲିଖନ ଆଗ୍ରହୀ ହେବାକୁ ମନ ବଳେନାହିଁ ଗର୍ବ କରଂତି ଯାହା…

ଭାଷା ଭାଗବତ : ଅତୀତ ଆସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରିଲେ ସ୍ମୃତି ରୋମଂଥନ ଫେରିଆସେନି ଗତଦିନ ତା ଦ୍ବାରା ହୋଇଲେ ଆଚ୍ଛନ୍ନ ମଳିନ ଦିଶେ ' ବର୍ତମାନ ' ' ବର୍ତମାନ ' ସହିତ ଲାଖି ପାରିବା ବହୁ କଥା ଶିଖି ଚର୍ଚା କରିଲେ ଇତିବୃତ୍ତ ଗଢ଼ିହୁଏନି ଭବିଷ୍ଯତ ଯେଉଁ କାଳରେ…

ଭାଷା ଭାଗବତ : ବାଧ୍ୟକାରୀ ନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଧ୍ୟକାରୀ ଅବୋଧ୍ୟ ନୀତି ପାଳନକାରୀ ଜ୍ଞାନୀ ବ୍ୟକ୍ତି ସହଜେ ବୁଝି ନ ପାରଂତି ହେଲେ ହେଁ ସ୍ବଭାଷାର କ୍ଷତି ଧରି ଅଚଳ ଯେତେ ଧାରା କହଂତି ତାକୁ ପରଂପରା ପ୍ରତ୍ୟାଖ୍ୟାତ ହେବାକୁ ଡରି ହୁଅଂତି ଭାବନା ସଂହାରୀ…

ଭାଷା ଭାଗବତ : ଉନ୍ନତ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କରି ଅଧିକ ଯୁକ୍ତିତର୍କ କାଟିଲେ ଅନେକ ସଂପର୍କ ଏକାକୀ ହୋଇଯାଏ ବ୍ୟକ୍ତି କ୍ରମଶଃ କମେ ତା'ର ଶକ୍ତି କଥା କହି ଯେ ଥାଏ ଜିତି କାମ ବେଳକୁ ସହେ କ୍ଷତି ସର୍ବଦା ତର୍କପରାୟଣ ଲୋକ ହିଁ ହୁଏ ହଇରାଣ ନିଜର ଯୁକ୍ତି…

ଭାଷା ଭାଗବତ : ପହଁରାଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁଅ ସହିତ ଯାଇ ଭାସି ଯେ ହୋଇଥାଏ ଖୁବ୍‌ ଖୁସି ସେ ନୁହେ ଦକ୍ଷ ପହଁରାଳି ହୋଇପାରେନି ନିଜ ଭଳି ଏପରି ଲୋକ ଗଲେ ବୁଡ଼ି ନ ପାରେ କୂଳକୁ ବାହୁଡ଼ି ଶବକୁ ଭସାଏ ପ୍ରବାହ ହୋଇ ନ ପାରେ ଶବଦାହ ସଂସାରେ ଦେହ ମନ ଧରି ଯେ…