Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ଅଂତର୍ଗତ ଭାବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରେରଣା ଉତ୍ସାହ ସଂକଳ୍ପ ଅଧିକ ହେଉ ଅବା ଅଳ୍ପ ନିଜ ମନରେ କଲେ ଜାତ ଯେ କେହି ହୁଏ ଉପକୃତ ଖୋଜିଲେ ଏ ସବୁ ବାହାରେ ମଣିଷ ବାରଂବାର ହାରେ ଯାହା ନିଜର ଅଂତର୍ଗତ ରହେନି ଅନ୍ୟର ସହିତ ଶୁଖିଲା ପ୍ରଶଂସା ନିମଂତେ…

ଭାଷା ଭାଗବତ : ପ୍ରତିଭା ନୁହେ ସ୍ମୃତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତିଭା ନୁହେ ପୂର୍ବ ସ୍ମୃତି ନୂତନ ଚିଂତାଶୀଳ ମତି ଧାରଣ କରେ ଯେଉଁ ବ୍ୟକ୍ତି ଘଟାଇପାରେ ସର୍ବୋନ୍ନତି ଗଚ୍ଛିତ ଜ୍ଞାନ ଅନୁଗତ ପ୍ରଚାର କରି ଅବିରତ ହୁଅଂତିନାହିଁ ଯଦି କ୍ଳାଂତ ନ ରହେ ଜ୍ଞାନର ମହତ୍ତ୍ୱ…

ଭାଷା ଭାଗବତ : ଅଯଥା ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମ୍ଭର ଆମର ଓ ଆମ ତୁମ୍ଭର ତୁମର ଓ ତୁମ ଏପରି ହେଲେ ଧ୍ବନି କ୍ଷୟ ଭାଷା ତ ଲଭେନି ବିଲୟ! ସଙ୍ଖ୍ୟା ଦିଶୁ ଅଥବା ସଂଖ୍ୟା ଅସଂଖ୍ୟ ଲୋକ ପାଇ ଶିକ୍ଷା କରଂତି ସ୍ବଭାଷାକୁ ରକ୍ଷା ମନରୁ ହଟାଇ ଆଶଂକା ସରଳୀକୃତ ଭାଷା…

ଭାଷା ଭାଗବତ : ମାନନୀୟ ଶ୍ରୋତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ ଜାଣିବା ଇଚ୍ଛା ପୋଷି ଭାଷା ଶିଖୁଛିଁ ଦିବାନିଶି କରିଚାଲିଛିଁ ଆହରଣ ଲୋକ ମୁହଁରୁ ପ୍ରତିଦିନ ଯେଉଁ ଭାଷା ମୁଁ ଶୁଣି, କହି ଏହି ସଂସାରେ ଅଛିଁ ରହି ତାହା ଶିଖିନି ପଢ଼ି ବହି ଅନୁଷ୍ଠାନର ଛାତ୍ର ହୋଇ ଯାହା ବି…

ଭାଷା ଭାଗବତ : ସରଳ ବନାନ ଧାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିଶ୍ଳେଷିତ ରୂପ ଶଙ୍‌କର ସଂଶ୍ଳେଷିତ ରୂପ ଶଙ୍କର ସାଂକେତିକ ରୂପ ଶଂକର ପ୍ରତି ରୂପରେ ଅନୁସ୍ବାର କେଉଁ ରୂପର ବ୍ୟବହାର କରିବା, ନିଜେ କରୁଁ ସ୍ଥିର ହଳଂତ ଆଉ ଅନୁସ୍ବାର କରଂତି ଲେଖାକୁ ସୁଂଦର ମୁଗ୍‌ଧ ଓ ମୁଗ୍ଧ…

ଭାଷା ଭାଗବତ : ବ୍ୟକ୍ତିତ୍ୱ ନିଶ୍ଚିହ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଖାଦ୍ୟ, ପାନୀୟ, ପରିଧାନ ପ୍ରତ୍ୟେକଟିରେ ଲୋକେ ଭିନ୍ନ ହେବାକୁ କରି ପରିଶ୍ରମ ପୋଷୁଥାଆଂତି ମହାଭ୍ରମ ନିଜ ସଂସ୍କୃତି, ଭାଷା ଛାଡ଼ି ଯେ ହୁଏ ଆନ ସହ ଯୋଡ଼ି ତାହାର ବିଶ୍ବସନୀୟତା ପୂର୍ଣତଃ ମନଗଢ଼ା କଥା କୃତିତ୍ୱ…

ଭାଷା ଭାଗବତ : ବାଟବଣା ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ହ ୟ-ଫଳା ଯୁକ୍ତ ହେଲେ ହ୍ୟ କିଆଁ କହଂତି ଏହାକୁ ଝ୍ୟ ଅସହ୍ୟ ବଦଳେ ଅସଝ୍ୟ କହିଲେ ଧ୍ବନି ବିପର୍ଯୟ ଘଟୁଛି ଏଠି ପ୍ରତିଦିନ ଅଥଚ ସଭିଏଁ ମଉନ ଭିନ୍ନ ନ କହି, କହୁଁ ଭିର୍ନ ଏହା ଆମ ଲୋକଂକ ଗୁଣ ସଂସ୍କାର, ଶୃଂଖଳା…

ଭାଷା ଭାଗବତ : ଭାଷାର ଏହି ଦଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଜାତି ଅପାଠୁଆ ବୋଲି ପଢ଼େନି, ଶୁଣି ଯାଏ ଚଳି ସରଳ ଭାଷାରେ ସାହିତ୍ୟ ଅଟେ ଏହାର ବିଶେଷତ୍ବ ଏବେ ଲେଖକେ ଯଶଲୋଭୀ ନୁହଂତି ଜଣେ ବି ପ୍ରଭାବୀ କେବଳ ସ୍ବଜନ ମଂଡଳେ ତାଂକର କୀର୍ତିଗାଥା ଚଳେ ପାରସ୍ପରିକ ସୁସଂପର୍କ…

ଭାଷା ଭାଗବତ : ସରଳ ହେବା କଠିନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୁଷ୍ପାଚ୍ୟ ବ୍ୟଂଜନ ଭୋଜନ କରିଲେ ଉଦର କଷଣ ତୀବ୍ର ଅସହ୍ୟ ହୁଏ, ଜଣା ଅଛି, ତେଣୁ କରିବା ମନା ତେଲ, ମସଲା ଦିଆ ଖାଦ୍ୟ ଲାଗିଲେ ପାଟିକୁ ସୁଆଦ ପେଟରେ ହୁଏ ଯେଉଁ କଷ୍ଟ ତାହା ତ ଜଣାପଡ଼େ ସ୍ପଷ୍ଟ ଖାଦ୍ୟ ଦେଖିଲେ…

ଭାଷା ଭାଗବତ : ସବୁ ଶୁଣେ କାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ତୋତ୍ର ଓ ମଂତ୍ର ଉଚ୍ଚାରଣ ଅଖଂଡ ନାମ ସଂକୀର୍ତନ ବାଗ୍ମୀଂକ ଓଜସ୍ବୀ ଭାଷଣ ଏ ସବୁ ଶୁଣେ ଆମ କାନ ଜନଗୋଷ୍ଠୀରେ ପ୍ରବଚନ ପାଲାରେ ଧ୍ବନି ଓ ଗାୟନ ଲୋକଂକ କଥୋପକଥନ ସବୁ ଶୁଣେ ଆମର କାନ ହାଟେ ବଜାରେ ଗଂଡଗୋଳ ଜୁଆ…