Latest Odisha News

BREAKING NEWS

Browsing Tag

Bhasa Bhagabata

ଭାଷା ଭାଗବତ : ସତ୍ୟ-ସଂପୃକ୍ତ ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯା ନୁହେଁ ନିଜ ଅନୁଭୂତି ତାହା ହିଁ ଲେଖୁଥିଲେ ନିତି ହୁଏନି ଭାଷାର ଉନ୍ନତି ଜାଗେନି ମନେ ଭାଷା-ପ୍ରୀତି ପଠିତ କଥା ଲେଖି ପୁଣି ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି ଭାଷାର ବିକାଶ, ବର୍ଧନ ସ୍ଥଗିତ ରହେ ବହୁ ଦିନ ଯାଂତ୍ରିକ…

ଭାଷା ଭାଗବତ : ବଂଶ ଲୋପ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାଳ-ପ୍ରବାହ ଅବିରତ ହେଲେଁ ନିତି ଅନୁଭୂତ ଅତୀତ ଆଉ ଭବିଷ୍ଯତ କରିଛୁଁ ମିଛେ ବିଭାଜିତ ଆକାଶ, ସାଗର ଓ ଭୂଇଁ ଥିଲେ ହେଁ ଯୋଡ଼ାଯୋଡ଼ି ହୋଇ ମଣିଷ ଟାଣେ ସୀମାରେଖା ପ୍ରମାଣ କରେ ଅଟେ ବୋକା ବିଶ୍ବକୁ କରି ବହୁ ଭାଗ ଭୋଗୁଛି…

ଭାଷା ଭାଗବତ : ଅଶେଷ କ୍ଳେଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନାମ ସାଂବାଦିକଗଣ ଯାହା ଲେଖଂତି ପ୍ରତି ଦିନ ତାହା ହିଁ ଅଧିକ ପଠିତ ହେଉଛି, ଏହା ପୂରା ସତ ଲେଖକ ନାମ ଦେଖି କେହି ପଢ଼ଂତିନାହିଁ ଯେଣୁ ବହି ସଂସ୍ଥାର ଅଜଣା ଲେଖକ ରଖଂତି ସ୍ବଭାଷାର ଟେକ ସବୁ କଥା ଜାଣିବା ପାଇଁ ଦୈନିକ…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ଭାଷା ଭାଗବତ : ବ୍ୟାକରଣ ଓ ବାକ୍ୟରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ବ୍ୟାକରଣ'କୁ କରି ଆଳ 'ବାକ୍ୟରଣ'ରେ ହେଲେ ଭୋଳ ଚଳଇ କଥା କଟାକଟି ସ୍ବଭାଷା ହୁଏ ଛାଟିପିଟି ଭାଷୀଏ ହୋଇଲେ ସ୍ବାଧୀନ ଭାଷାର ଉନ୍ନତି ବିଧାନ ସମୃଦ୍ଧି, ବିକାଶ, ବର୍ଧନ ହୁଅଇ ଆପେ ସୁସଂପନ୍ନ ଯାହା ଅଧିକ ପ୍ରଚଳିତ ତାହା…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ନ ପାରିଲେ ଛାଡ଼ି ସ୍ବଭାଷା ପାରିବନି ବଢ଼ି ଅନାବଶ୍ୟକ ଯୁକ୍ତାକ୍ଷର ଶୀଘ୍ର କରିବା ପରିହାର ଶବ୍ଦର ବିବିଧ ପ୍ରକାର ବନାନ ନୁହେ ଦରକାର ଶବ୍ଦ ହୋଇଲେ ବହୁରୂପୀ ପାରେନି ବେଶି ଦୂର ବ୍ୟାପି ସୀମିତ ବ୍ୟବହାର କ୍ଷେତ୍ର…

ଭାଷା ଭାଗବତ : ଭାଷାର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ପରିବର୍ତନ ନିରଂତର ଅଟଇ ଚରିତ୍ର ଭାଷାର କିଛି ବି ନୁହେ ଏଠି ସ୍ଥାୟୀ ବଦଳେ କାଳ ଅନୁଯାୟୀ ଚିତ୍ର ଓ ଅକ୍ଷର ମଧ୍ୟରେ କେତେ ଯେ ଭେଦ ଥାଇପାରେ କରିଲେ ତାହା ଅଧ୍ୟୟନ ବୁଝିବା ସ୍ପଷ୍ଟ ଭାଷା ଜ୍ଞାନ ସଂପୂର୍ଣ ଭାଷାର ସଂସାର…

ଭାଷା ଭାଗବତ : ସହଯୋଗ ଲୋଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏ ଭାଷା ହେଲେ ହେଁ ବଳିଷ୍ଠ ଲୋକେ ହିଁ କରୁଛଂତି ନଷ୍ଟ ସହିଲେ ଅଳ୍ପ ଟିକେ କଷ୍ଟ ସୁଗୁଣ ହେବ ପରିଦୃଷ୍ଟ ରହିବା ସ୍ବଭାଷା ସହିତ ନିଶ୍ଚୟ ହେବ ସର୍ବହିତ ଆମ ହାତରେ ଭବିଷ୍ଯତ ହୋଇପାରିବ ସୁରକ୍ଷିତ ଏ ନୁହେ ଜଣକିଆ କାମ ଅନେକେ କରି…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…