କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ
ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।…