ବିଗ୍ ବସ୍ ୧୫ରେ ଅତିଥି ନୁହେଁ ବରଂ ପ୍ରତିଯୋଗୀ ହେବେ ଜୟ ଭାନୁଶାଳୀ
ମୁମ୍ବାଇ: ବିଗ୍ ବସ୍ ୧୫ ଗ୍ରାଣ୍ଡ୍ ପ୍ରିମିୟର୍ ଅକ୍ଟୋବର ୨ ରେ ରାତି ୯.୩୦ ରେ କଲର୍ସ ଟିଭିରେ ପ୍ରସାରିତ ହେବ। ସଲମାନ ଖାନ-ଆୟୋଜିତ ଶୋରେ ଅଂଶ ହେବାକୁ ଅନେକ ଲୋକପ୍ରିୟ ଚେହେରା ସାମ୍ନାକୁ ଆସିସାରିଲାଣି। ବିଗ୍ ବସ୍ର ପ୍ରତିଯୋଗୀ ହେବାକୁ ଥିବା ଅଧିକାଂଶ ସେଲିବ୍ରିଟିଙ୍କ ନାମ ଘୋଷଣା…