Latest Odisha News

BREAKING NEWS

Browsing Tag

Bihar Election Campaign

‘ଲୋକସଭା ଓ ରାଜ୍ୟସଭା ମିଶିଲେ ବି କଂଗ୍ରେସରେ ନାହାନ୍ତି ୧୦୦ ସାଂସଦ’

ପାଟନା: ବିହାରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ଚାଲିଛି ଜୋରଦାର ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଇଦାନରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାଷଣ ଦେବା ବେଳେ ମଞ୍ଚରୁ ଖସି ପଡିଲେ ନେତା

ମୁଜଫରପୁର: ସରଗରମ ରହିଛି ବିହାର ନିର୍ବାଚନୀ ମାହୋଲ । ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଚାଲିଛି ପ୍ରଚାର ଜୋରଦାର । ଏପରି ସମୟରେ ଜଣେ ବାହୁବଳୀ ନେତା ମଂଚାରୁ ଗଳିବଡିବା ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ବେଶ୍ ଚର୍ଚ୍ଚାର…

ବିହାରରେ ମୋଦିଙ୍କ ୪୧ ମିନିଟ ଭାଷଣ: ଲାଲୁ ଓ କଂଗ୍ରେସ ଉପରେ ବର୍ଷିଲେ, ଏଲଜେପି ନେଇ ମୌନ

ପାଟନା: ବିହାରରେ ଏନଡିଏ ମେଣ୍ଟ ପାଇଁ ଭୋଟ ମାଗିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ଲାଲୁ ପ୍ରସାଦ ଯାଦବ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ଏହାସହ ବିହାରର ବିକାଶ ପାଇଁ ଏନଡିଏ…

ଆଜିଠୁ ବିହାରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପାଣିପାଗ ସରଗରମ । ହେଭିଓ୍ୱେଟ୍ କ୍ୟାମ୍ପେନ୍ ଚାଲିଛି । ଆଜିଠୁ ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନାରେ ଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ମାଗିବେ ।…