Latest Odisha News

BREAKING NEWS

Browsing Tag

Bihar Election

ଲାଲୁଙ୍କୁ ଭେଟିଲେ ହେମନ୍ତ ସୋରେନ, ମିଳିତ ଭାବେ ଲଢ଼ିବେ କି ବିହାର ନିର୍ବାଚନ??

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ମିଳିତ ଭାବେ ବିହାର ନିର୍ବାଚନ ଲଢ଼ିବା ଲାଗି ଆଲୋଚନା କରିଛନ୍ତି । ଶନିବାର ସ୍ଥାନୀୟ ଆରଆଇଏମଏସ ରେ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟି କହିଛନ୍ତି ଯେ ସେମାନେ ବିହାର…

ବିହାର ନିର୍ବାଚନ: ୨୨୦ ସିଟରେ ଏନଡ଼ିଏ ଜିତିବ ବୋଲି ଦୃଢୋକ୍ତି ଦେଲେ କେନ୍ଦ୍ରମନ୍ତ୍ରୀ

ପାଟନା: ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏ ୨୨୦ ଟି ଆସନ ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​୨୪୩ ଟି ଆସନ ମଧ୍ୟରୁ ୨୨୦ ଟି ଜିତି ଏନଡିଏ ରାଜ୍ୟରେ ସରକାର ଗଠନ କରିବ ବୋଲି ଶୁକ୍ରବାର ଦିନ…

ନୀତିଶ କୁମାରଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା, ସିଟ ଆବଣ୍ଟନକୁ ନେଇ ହୋଇଛି ଆଲୋଚନା!!

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତାବୃନ୍ଦ । ନୀତୀଶ କୁମାରଙ୍କୁ ଭେଟି ଆସନ୍ତା ବିଧାନସଭା ନିର୍ବାଚନରେ ​​ମିଳିତ ସଂଗ୍ରାମ ପାଇଁ ଉପରେ ଆଲୋଚନା ହେଇଛି । ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସିଥିବା ବିଜେପି ମୁଖ୍ୟ ଜେପି ନାଡା ଶ୍ରୀ କୁମାରଙ୍କୁ…

ନିର୍ବାଚନ ପୂର୍ବରୁ ଲାଲୁଙ୍କ ହାତ ଛାଡିଲେ ବରିଷ୍ଠ ନେତା

ପାଟନା: ଲାଲୁ ଯାଦବଙ୍କ ଜଣେ ପୁରାତନ ସହଯୋଗୀ ତଥା ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ରାଜ୍ୟ ନିର୍ବାଚନ ପୂର୍ବରୁ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଛାଡିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ରଘୁବନ…

ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ୨୦,୦୫୦ କୋଟି ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମତ୍ସ୍ୟ କ୍ଷେତ୍ରରେ ଉତ୍ପାଦନ, ରପ୍ତାନି ବୃଦ୍ଧି ନିମିତ୍ତ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା (PMMSY) ଆରମ୍ଭ କରିଛନ୍ତି । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟର ଏକ ଅଂଶ ଭାବରେ ଏହି ଯୋଜନା ପାଇଁ…