ବିହାର ରେଜଲ୍ଟ; ତେଜସ୍ୱୀ ଯାଦବଙ୍କ ପାଇଁ ଖଳନାୟକ ସାଜିଲେ ଓବେସି
ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ବିଜେପି ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ବିଫଳ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ସମସ୍ତ ୨୪୩ଟି ଆସନରେ ଫଳାଫଳ ଘୋଷଣା…