Latest Odisha News

BREAKING NEWS

Browsing Tag

Bijay kuamar patra

କବିତା : ଅଛି ମୁଁ ଭିତରେ

ବିଜୟ କୁମାର ପାତ୍ର  ଆସ ପୁଣି ବସି ଯିବା ଛାଇର ଦୂରତା ମାପି ଛୋଟ ଗଛ ତଳେ, ଭାଷା ଶୂନ୍ୟ ଶବ୍ଦହୀନ କଥା କିଛି କଥା ହେବା ପୁଣି ଏକ ସଞ୍ଜ ନଇଁ ଯିବ ଛାଇ ଗୁଡା ଅପସରି ଯିବେ, ଯେଝା ଯେଝା ବାଟେ । କହିନି ତ ମନ କଥା କାହା ଆଗେ ମୁଁ, ନିଶ୍ୱାସକୁ ଚାପି ଚାପି କେତେ ମୁଁ ଜଗିଛି,…

କବିତା : ମୁଁ ବିକ୍ରମାଦିତ୍ୟ

ବିଜୟ କୁମାର ପାତ୍ର ମୁଁ ବିକ୍ରମାଦିତ୍ୟ ! ଅଶରିରୀମାନଙ୍କ ବୋଝରେ ମୁଁ ବିଭୋର, ଏଠି ନାହିଁ ଇନ୍ଦ୍ରିୟର ଇନ୍ଦ୍ରଜାଲ, ମାୟାବୀ ମରୀଚିକା ପଛରେ ପଥଭ୍ରଷ୍ଟ ହେବାର ଭୟ, ଏଠି ସୂର୍ଯ୍ୟ ଧଳା ଚନ୍ଦ୍ର ଧଳା ; ପ୍ରକୃତି ଓ ପୁରୁଷ ଉଭୟ ବି ଶବ ତ୍ୟାଗୀ କାଳାନ୍ତକ ଏମାନେ, ଜୀବନ…