Latest Odisha News

BREAKING NEWS

Browsing Tag

Bijoy Mahapatra

ପାଟକୁରା ନିର୍ବାଚନ: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭାରତ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ଆସନ୍ତା ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଇସିଆଇ ପାଟକୁରା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ…

ନିର୍ବାଚନ ଫଳାଫଳ ପାଟକୁରା ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଜିତିବା ନେଇ ଆଶା ପ୍ରକଟ କରିଛନ୍ତି ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପାଟକୁରା ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବା ନାହିଁ । “ରାଜନୀତିରେ…

ପାଟକୁରାରେ ନିର୍ବାଚନ ହେବା ନେଇ ଇସିଆଇଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ବିଜୟ

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବୁଧବାର ଦିନ ସ୍ୱାଗତ କରିଛନ୍ତି । ଶାସକ ବିଜେଡି ବିଧାୟକ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ…

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ନେଇ ଗୁରୁବାର ଦିନ ଘୋଷଣା କରିଛନ୍ତି । ଦୀର୍ଘ ୪ମାସର ବ୍ୟବଧାନ ପରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଫେରୁଛନ୍ତି । ଏହାକୁ ଶ୍ରୀଯୁକ୍ତ ମହାପାତ୍ରଙ୍କ ଘରବାହୁଡା…