Latest Odisha News

BREAKING NEWS

Browsing Tag

Bird Census in Chilika

ଚିଲିକାକୁ ଏବର୍ଷ ଆସିଛନ୍ତି ଲକ୍ଷେ କମ୍ ପକ୍ଷୀ

ବାଣପୁର(ଖୋର୍ଦ୍ଧା): ଚଳିତବର୍ଷ ଚିଲିକାରେ କମିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ଗତବର୍ଷ ଅପେକ୍ଷା ଏବର୍ଷ ପାଖାପାଖି ଲକ୍ଷେ କମ୍ ପକ୍ଷୀ ଆସିଛନ୍ତି । ଗତକାଲି ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାରେ ମୋଟ୍ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଥିବା ଗଣନାକୁ ଜଣାପଡିଛି ।…

ଚିଲିକାରେ ପକ୍ଷୀ ଗଣନା, ୨୧ଟି ଟିମ୍ ସାମିଲ

ବାଲୁଗାଁ(ଖୋର୍ଦ୍ଧା): ଚିଲିକାକୁ ଏବର୍ଷ କେତେ ପକ୍ଷୀ ଆସିଛନ୍ତି । ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିରେ ୨୧ଟି ଟିମରେ ଶହେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୬୦ ଜଣ ଗାଇଡ୍ ସାମିଲ ଅଛନ୍ତି । ୧୯ଟି ଟିମ୍ ଚିଲିକା ଜଳରାଶି ଭିତରେ ଓ ୧ଟି ଗଣନାକାରୀ ଟିମ୍ ତଟବର୍ତ୍ତୀ ଅଞ୍ଚଳରେ…