Latest Odisha News

BREAKING NEWS

Browsing Tag

Bird Flu

କୁକୁଡାଙ୍କୁ ବାର୍ଡ଼ ‘ଫ୍ଲୁ’ରୁ କିପରି ଦୂରେଇ ରଖିବେ ?

ଭୁବନେଶ୍ବର: ବାର୍ଡ଼ ଫ୍ଲୁ ଏକଭୂତାଣୁ ଜନିତ ରୋଗ । ଯାହା ‘ଏଜିଆନ୍ ଇନ୍‌ଫ୍ଲୁଏନ୍‌ଜା' ଶ୍ରେଣୀର ଭାଇରସ୍ ରୁ ବ୍ୟାପିଥାଏ । କୁକୁଡ଼ା ଫାର୍ମରେ ଗୋଟିଏ କୁକୁଡ଼ାକୁ ବାର୍ଡ଼ ଫ୍ଲୁ ହେଲେ ଏହା ଅନ୍ୟ କୁକୁଡାଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ତେଣୁ ଫାର୍ମ ପରିବେଶ ସଫାସୁତରା ରଖିବା ସହ…

ରାଜଧାନୀରେ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଂଚଳର ସମସ୍ତ କୁକୁଡା ମାଂସ ଦୋକାନୀମାନଙ୍କ ପାଇଁ ନୋଟିସ୍ ଜାରି କରିଛି ବିଏମସି। ଭୁବନେଶ୍ବର ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଂଚଳରୁ କୁକୁଡା କ୍ରୟ ନକରିବାକୁ କୁକୁଡା ମାଂସ ଦୋକାନୀମାନଙ୍କୁ ନୋଟିସ୍ ଜାରି କରିଛି…

ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ, ୪୦୦ରୁ ଅଧିକ କୁକୁଡ଼ା ମୃତ

ରାଞ୍ଚି: ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ୪୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡରେ ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ବୋକାରୋରେ ଲୋକଙ୍କୁ ସତର୍କ କରାଇଛି । ପଶୁପାଳନ ବିଭାଗର ଏକ ଟିମ୍…

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ମାମଲା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ ବୋଲି ବୁଧବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବାର୍ଡ ଫ୍ଲୁ ପରିସ୍ଥିତିକୁ ସମୀକ୍ଷା କରି ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧,୦୦୦ ନମୁନା…

ସୁନ୍ଦରଗଡରେ ବାର୍ଡଫ୍ଲୁ ଭୟ !

ସୁନ୍ଦରଗଡ: ରାଜ୍ୟର କିଛି ସ୍ଥାନରେ ବାର୍ଡ ଫ୍ଲୁ ଦେଖାଦେଇଥିବା ବେଳେ ସୋମବାର ଦିନ କୋଇଡା ଅଞ୍ଚଳରେ ପକ୍ଷୀଗୁଡିକର ମୃତଦେହ ପଡିଥିବା ଦେଖି ସାଧାରଣରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, କୋଇଡା ଥାନା ଓ ନ୍ୟୁ ଗାର୍ଡେନ କଲୋନୀ ନିକଟରେ କିଛି କାଉ ମରି ପଡିଥିବା ଦେଖିବାକୁ…