Latest Odisha News

BREAKING NEWS

Browsing Tag

Bird Flu Scare

୯ ରାଜ୍ୟକୁ ମାଡି ଗଲାଣି ବାର୍ଡ ଫ୍ଲୁ ବିପଦ; ପ୍ରଭାବିତ ସ୍ଥାନ ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ମାଡିଗଲାଣି ବାର୍ଡ ଫ୍ଲୁର ଆତଙ୍କ। ଏହାସହିତ ଅନ୍ୟ ସାତୋଟି ରାଜ୍ୟ ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟରେ ପୂର୍ବରୁ ପକ୍ଷୀ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ସ୍ପଷ୍ଟ ହୋଇଛି। ଏଥି ସହିତ…

‘ବାର୍ଡ ଫ୍ଲୁ’ ଭୟ, ଗଞ୍ଜାମରେ ରାପିଡ ରେସପନ୍ସ ଟିମ୍ ଗଠିତ

ବ୍ରହ୍ମପୁର: ବାର୍ଡ ଫ୍ଲୁର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଡିଭିଓ) ଡ. ଦେବରାଜ ବେହେରା କହିଛନ୍ତି ଯେ ପ୍ରତ୍ୟେକ ଆରଆରଟିରେ ଜଣେ ପ୍ରାଣୀ…

ବାର୍ଡ ଫ୍ଲୁ ଭୟ: ସରକାର ଖୋଲିଲେ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର: ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଗୁରୁବାର ଦିନ ଓଡିଶା ସରକାରଙ୍କ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁ ହେଉଥିଲେ ଏହି ନଂ ଜରିଆରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଆହୁରି ମଧ୍ୟ…

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ: ଫାର୍ମରେ ଶହ ଶହ ମଲେଣି, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା: ଫାର୍ମରେ ମଲେଣି ଶହ ଶହ କୁକୁଡ଼ା । ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ । ତିନି ଦିନ ହେଲାଣି କୁକୁଡ଼ା ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ପାଖାପାଖି ୬ ଶହରୁ ଅଧିକ କୁଡୁଡା ମଲେଣି । ତେବେ କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ଆଖପାଖ…