ବିର୍ଜୁ କୁଲୁଙ୍କୁ ସହାୟତା ଯୋଗାଇବେ ଓଡିଶା ସରକାର
ରାଉରକେଲା: ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ବିର୍ଜୁ କୁଲୁ ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ସମସ୍ତ ସହାୟତା ଯୋଗାଇବା ଲାଗି ପ୍ରକାଶ କରିଛନ୍ତି ଓଡିଶା ସରକାର ।
ଗଣମାଧ୍ୟମକୁ ସୂଚନା ଦେଇ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ…