ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା
ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି । ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍ । ୨୩ ବର୍ଷର ନିରୁଙ୍କଶ ଶାସନ ପରେ…