Latest Odisha News

BREAKING NEWS

Browsing Tag

BJP Spokesperson

ବୋହୂ ବିଜେଡି ପ୍ରାର୍ଥୀ ହେବେ ବୋଲି ଶେଷ ପର୍ଯ୍ୟନ୍ତ ଜାଣି ନ ଥିଲି -ରମା ବଳିୟାରସିଂ

ଭୁବନେଶ୍ୱର:ଦଳରେ ନିଶ୍ଚିତ ଭାବେ କିଛି ତ୍ରୁଟି ଥିଲା । ସେହି ତ୍ରୁଟି ହିଁ ଥିଲା ପରାଜୟର କାରଣ । ସେଥିପାଇଁ ବିଜେପି ପଦ୍ମପୁରରେ ଏତେ ଅଧିକ ଭୋଟରେ ହାରିଲା ବୋଲି ସ୍ୱୀକାର କରିଛନ୍ତି ବିଜେପି ନେତା ତଥା ବିଜୟୀ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ଶ୍ୱଶୁର ରମାରଞ୍ଜନ ବଳିୟାର ସିଂ ।…

ବିଜେପି ମୁଖପାତ୍ରଙ୍କୁ ଯୌନ ନିର୍ଯାତନା; ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖପାତ୍ରଙ୍କୁ ଯୌନ ନିର୍ଯାତନା । ନୂଆଦିଲ୍ଲୀ ସାଇବର ଥାନାରେ ବିଜେପି ପକ୍ଷରୁ ଏମିତି ଅଭିଯୋଗ କରାଯାଇଛି । ଏହା ସହିତ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦିଲ୍ଲୀ ବିଜେପି ଶାଖାର ଜଣେ ମହିଳା ମୁଖପାତ୍ରଙ୍କୁ ବିଗତ ଦୁଇ ତିନି ମାସ ହେବ ବିଭିନ୍ନ…