Latest Odisha News

BREAKING NEWS

Browsing Tag

Blackmailing

ଅର୍ଚ୍ଚନା ମାମଲାରେ କମିଶନରେଟ୍ ପୋଲିସର ଅସହଯୋଗ ନା ଇଡି କରୁନି ଭରସା ?

ଭୁବନେଶ୍ୱର: କୋର୍ଟରେ ଖଗେଶ୍ୱର, ହେଲେ ନଥିଲା କମିଶନରେଟ୍ ପୋଲିସ । ଜେଲରୁ ଖଗେଶ୍ୱରଙ୍କୁ ଏସ୍କର୍ଟ କରି ଆଣିଥିଲେ ସିଆରପିଏଫ୍ । ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ଗଲା ପରେ କମିଶନରେଟ ପୋଲିସ କରୁଛି କି ଅସହଯୋଗ ? ନା କମିଶନରେଟ ପୋଲିସକୁ ଭରସାକୁ ନେଇ ପାରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ?…

ଅର୍ଚ୍ଚନାଙ୍କ ପଛରେ କିଏ ସେ ଅଦୃଶ୍ୟ ଶକ୍ତି ?

ଭୁବନେଶ୍ୱର: କାହା ସାହାଯ୍ୟରେ ବଢ଼ୁଥିଲା ଅର୍ଚ୍ଚନାଙ୍କ ପ୍ରତିପତ୍ତି ? ବ୍ଲାକମେଲର ଅର୍ଚ୍ଚନା ଗିରଫ ପରେ ଖୋଲୁଛି ଗୁମର । ଭୁବନେଶ୍ୱର ସତ୍ୟ ବିହାରରେ ଅର୍ଚ୍ଚନାଙ୍କ ରହିଛି ଆଲିସାନ୍ ବଙ୍ଗଳା । ଚର୍ଚ୍ଚା ହେଉଛି, ଏହି ବିଶାଳ ଅଟ୍ଟାଳିକା ପାଇଁ ଅର୍ଚ୍ଚନାଙ୍କୁ ଜାଗାଠୁ ନେଇ ଅର୍ଥ ସବୁକିଛି…

ପାପ ପଇସାରେ ଏଭଳି ରାଜକୀୟ ଠାଣିରେ ଚଳୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର: ଦାମୀ ଗାଡ଼ି ସାଙ୍ଗକୁ ରାଜ ଉଆସ ଭଳି ଘର । ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ହେଲେ ଭଦ୍ର ମୁଖା ତଳେ ଛପି ରହିଥିଲା ସୈତାନ୍ । ମହିଳା ଜଣଙ୍କ ଅନେକ ନାମୀ ଦାମୀ ଲୋକଙ୍କୁ ନିଜ ଜାଲରେ ଫସାଇବା ପରେ କରୁଥିଲେ…