Latest Odisha News

BREAKING NEWS

Browsing Tag

bmc commissioner

ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଲେ ବସ୍ତିରେ ହୋମ୍ କ୍ୱାରେଂଟିନ୍ ମନା

ଭୁବନେଶ୍ୱର: ଏଣିକି ହଟ୍‌ସ୍ପଟ୍ ଜିଲ୍ଲାରୁ ଆସିଥିଲେ, ରାଜଧାନୀର ବସ୍ତିରେ ଆଉ ଗୃହ ସଂଗରୋଧରେ ରହି ହେବନି । ବାହାର ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ସରକାରୀ କ୍ୱାରେଂଟାଇନ୍‌ରେ ରଖିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି…

ଖୋଲିଲା ମାର୍କେଟ ବିଲ୍ଡିଂ ହେଲେ ବଢ଼ିଲା କଟକଣା

ଭୁବନେଶ୍ୱର: ଖୋଲିଲା ମାର୍କେଟ ବିଲ୍ଡିଂ । ରଜ ପୂର୍ବରୁ ସିଲ୍ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ପୁଣି ଥରେ ଖୋଲିଛି । ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ବୁଧବାର ମାର୍କେଟ ବିଲ୍ଡିଂ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ବିଏମ୍‌ସି ଜାରି କରିଥିବା ନିର୍ଦ୍ଦେଶାବଳିକୁ…

ମିଳିଲା ଅନୁମତି, ଭୁବନେଶ୍ୱରରେ ବିମାନ କର୍ମଚାରୀଙ୍କ ପାଇଁ ଖୋଲିଲା ହୋଟେଲ

ଭୁବନେଶ୍ୱର: ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ହୋଟେଲ । ହୋଟେଲ ସଂଘର ଅନୁରୋଧ ପରେ ବିମାନ କର୍ମଚାରୀଙ୍କ ପାଇଁ ହୋଟେଲ ଖୋଲିବାକୁ ଅନୁମତି ଦେଲା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୨୫ରୁ…