କଙ୍ଗନାଙ୍କ ରାଷ୍ଟ୍ରପତି ବାଇଡେନ୍ଙ୍କୁ କଡା ସମାଲୋଚନା; କହିଲେ ବାଇଡେନ୍ ହେଉଛନ୍ତି ‘ଗଜ୍ନୀ’ ଏକ…
ମୁମ୍ବାଇ: ଆମେରିକା ନିର୍ବାଚନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ବଲିଉଡ୍ ସେଲିବ୍ରେଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ନିଜର ବୟାନ ରଖୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ…