Latest Odisha News
Browsing Tag

bollywod

ଆସନ୍ତୁ ଜାଣିବା ସୋନାକ୍ଷୀ,ରିତେଶ ଅଭିନୀତ ହରର କମେଡି ଫିଲ୍ମର ନାମ କଣ ରହିଲା

ମୁମ୍ବାଇ:ଏବେ ବଲିଉଡରେ ହରର କମେଡି ଫିଲ୍ମର ଟ୍ରେଣ୍ଡ ଚାଲିଛି । ଖୁବ୍ ଶୀଘ୍ର ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଆଦିତ୍ୟ ସରପୋତଦାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ କକୁଡା ରଖାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ସୋନାକ୍ଷୀ-ରିତେଶଙ୍କ ଯୋଡି…

୧୩ ଅଗଷ୍ଟରେ ରିଲିଜ ହେବ ଅଜୟଙ୍କ ଭୂଜ:ପ୍ରାଇଡ ଅଫ ଇଣ୍ଡିଆ

ମୁମ୍ବାଇ: ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷୀତ ଭୂଜ: ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ମଙ୍ଗଳବାର ଘୋଷଣା କରାଯାଇଛି । ଓଟିଟି ପ୍ଲାଟଫର୍ମରେ ଏହା ୧୩ ଅଗଷ୍ଟରେ ରିଲିଜ ହେବ । ଡିଜନୀ ପ୍ଲସ ହଟଷ୍ଟାରରେ ଦର୍ଶକମାନେ ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମକୁ ଉପଭୋଗ କରିପାରିବେ ।…

୭ ଫିଲ୍ମରେ ଅଟକିଛି ଧର୍ମା ପ୍ରଡକ୍ସନର ୧୧୦୦ କୋଟି !

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ କରୋନା ମହାମାରୀ ଯୋଗୁ ଅସୁବିଧାରେ ପଡିଯାଇଛି କହିଲେ ଭୁଲ ହେବନି । ରିପୋର୍ଟ ମୁତାବକ ଧର୍ମା ପ୍ରଡକ୍ସନର ୭ ଫିଲ୍ମରେ ୧୧୦୦ କୋଟି ଇନଭେଷ୍ଟ ହୋଇଛି । ଏହା ମଧ୍ୟରେ ବ୍ରହ୍ମାସ୍ତ୍ରରେ ୫୦୦ କୋଟି, ସୂର୍ଯ୍ୟବଂଶୀରେ ୧୬୫ କୋଟି, ଦୋସ୍ତାନା-୨ର ୫୦ କୋଟି,…

ଏବେ କଣ କରୁଛନ୍ତି ବଲିଉଡ୍‌ର ଦାମିନୀ?

ନୂଆଦିଲ୍ଲୀ: ୮୦ ଏବଂ ୯୦ ଦଶକରେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ମୀନାକ୍ଷୀ ସେଶାଦ୍ରୀ। ଆଜି ସେ ତାଙ୍କ ୫୭ତମ ଜନ୍ମଦିନ ପାଳନ କରୁଛନ୍ତି। ମୀନାକ୍ଷୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଅଧିକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଏବଂ ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର…

ଦୀପାବଳିରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଭଉଣୀ ଶ୍ୱେତା ସିଂ ବିଶେଷ ବାର୍ତ୍ତା  

ନୂଆଦିଲ୍ଲୀ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଦିୱାଲୀରେ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ଶ୍ୱେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତ ମଧ୍ୟ ନଜର ଆସିଛନ୍ତି। ଶ୍ୱେତା ତାଙ୍କ…

ମୁକ୍ତିଲାଭ ଅପେକ୍ଷାରେ ଅଭିନେତା ହରମନ୍‌ ବୱେଜାଙ୍କ ଚଳଚ୍ଚିତ୍ର ‘ଇଟ୍ସ୍‌ ମାଏ ଲାଇଫ୍‌’

ନୂଆଦିଲ୍ଲୀ: ଏବେ ହରମନ୍‌ ବାୱେଜାଙ୍କ ଏକ ଚଳଚ୍ଚିତ୍ର ଖୁବ୍‌ ଶୀଘ୍ର ସିଧାସଳଖ ‌ଟେଲିଭିଜନ୍‌ରେ ରିଲିଜ ହେବାକୁ ଯାଉଛି। ପ୍ରକୃତରେ, ନିର୍ମାତା ବୋନି କପୁର ସିଦ୍ଧାର୍ଥ, ପ୍ରକାଶ ରାଜ ଏବଂ ଜୟସୁଧା ଷ୍ଟାରର ଚଳଚ୍ଚିତ୍ର 'ବମ୍ମାରିଲୁ'ର ହିନ୍ଦୀ ରିମେକ୍‌ରେ ହରମନ୍‌ଙ୍କୁ ଦେଖିବାକୁ ମିଳିବ।…

ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବେ ଅଜୟ

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ତାଙ୍କ ଅଭିନୟ ସହିତ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ଅଜୟଙ୍କ ନିଖୁଣ ଅଭିନୟ ଯୋଗୁ ତାଙ୍କୁ ସାଉଥ୍‌ ଫିଲ୍ମ ଜଗତରୁ ମଧ୍ୟ ଅନେକ ଭଲ ଅଫର ମିଳୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଅଜୟ ଦେବଗନ୍ ବାହୁବଲୀର ନିର୍ଦ୍ଦେଶକ…

ଅକ୍ଷୟଙ୍କ ପରେ ଏବେ ମିଲିନ୍ଦ ସୋମାନ୍‌ଙ୍କ କିନ୍ନର ଅବତାର ଦେଖିବେ ଦର୍ଶକ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' ସୋମବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି। ତେବେ ଅଭିନେତା ମିଲିନ୍ଦ ସୋମାନ୍‌ ମଧ୍ୟ ଏବେ ଏହି ବିଷୟବସ୍ତୁ ପରି ଏକ ପ୍ରୋଜେକ୍ଟ ହାତେଇ ଥିବା ଜଣାପଡ଼ିଛି। ଏହି ନୁତନ…

ଗୋଟିଏ କବିତାରୁ ଆଶୁତୋଷଙ୍କ ପ୍ରେମରେ ପଡିଯାଇଥିଲେ ରେଣୁକା

ନୂଆଦିଲ୍ଲୀ: ଅଶୁତୋଷ ରାଣା ଏବଂ ରେଣୁକା ଶାହାନେଙ୍କ ଯୋଡି ବଲିଉଡ୍‌ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଅଭିନେତା ଆଶୁତୋଷ ରାଣା ଅନେକ ଥର କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ହେତୁ ସେ ଚଳଚ୍ଚିତ୍ର ଜଗତରେ ଏତେ ସଫଳ…

କଙ୍ଗନାଙ୍କ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କଡା ସମାଲୋଚନା; କହିଲେ ବାଇଡେନ୍‌ ହେଉଛନ୍ତି ‘ଗଜ୍‌ନୀ’ ଏକ…

ମୁମ୍ବାଇ: ଆମେରିକା ନିର୍ବାଚନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ବଲିଉଡ୍‌ ସେଲିବ୍ରେଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ନିଜର ବୟାନ ରଖୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ…