Latest Odisha News

BREAKING NEWS

Browsing Tag

bollywod

ସାର୍ଟଲେସ୍‌ ଫଟୋ ସେୟାର୍‌ କରି ମିଲିନ୍ଦଙ୍କ ସାହସ ବଢାଇଲେ ପତ୍ନୀ ଅଙ୍କିତା

ନୂଆଦିଲ୍ଲୀ: ଫିଟନେସ୍ ଏବଂ ବୋଲ୍ଡ ବ୍ୟକ୍ତିତ୍ୱ ହେତୁ ଅଭିନେତା ମିଲିନ୍ଦ ସୋମନ୍ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ନିକଟରେ ତାଙ୍କ ଜନ୍ମଦିନ ଅବସରରେ ମିଲିନ୍ଦ ସୋସିଆଲ ମିଡିଆରେ ତାଙ୍କର ଏକ ବିବସ୍ତ୍ର ଫଟୋ ସେୟାର କରିଥିଲେ, ଯାହା ବିରୋଧରେ ଗୋଆରେ…

ପଟୌଦି ପ୍ୟାଲେସ୍‌ରେ ପାପା ସୈଫ୍‌ଙ୍କ ସହ ଚାଷ କାମ କରୁଛନ୍ତି ତୈମୁର୍‌; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି…

ନୂଆଦିଲ୍ଲୀ: ବଲିଉଡ୍‌ର ନବାବ ସୈଫ୍‌ ଅଲ୍ଲୀ ଖାନ ତାଙ୍କ ପୁଅ ତୈମୁରଙ୍କ ସହ ଅନେକ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ସେ ନିଜ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ତୈମୁର୍‌ଙ୍କ ସହିତ ମସ୍ତି କରିବାର ସମୟକୁ ସେ କେବେ ହାତଛଡା କରନ୍ତି ନାହିଁ। ବର୍ତ୍ତମାନ ସୈଫ୍‌ ଏବଂ ତୈମୁର୍‌ଙ୍କ ଅନେକ ଫଟୋ…

କରଣ ଜୋହର୍‌ଙ୍କ ବହି ପଢିବାରେ ବ୍ୟସ୍ତ ଆବ୍ରାହମ୍‌; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: କରଣ ଜୋହର ନିକଟରେ ପିଲାମାନଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। 'ଦ ବିଗ୍ ଥଟ୍ ଅଫ୍ ଲିଟିଲ୍ ଲଭ୍' ନାମକ ଏହି ପୁସ୍ତକ ତାଙ୍କ ପିଲାମାନଙ୍କୁ ଅର୍ଥାତ୍‌ ୟଶ ଏବଂ ରୁହିଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି। ଏହି ପୁସ୍ତକ ଏବେ ବେଶ୍‌ ଚର୍ଚ୍ଚା ମଧ୍ୟ ସାଉଁଟିଛି। କରଣ ଜୋହର…

ସମାଜର ରୁଢିବାଦୀ ଚିନ୍ତାଧାରାକୁ ନେଇ କରୀନାଙ୍କ ରୋକ୍‌ଠୋକ୍‌ ଜବାବ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ କରୀନା କପୁର ସମାଜର ରୁଢିବାଦୀ ଚିନ୍ତାଧାରା ଉପରେ ପ୍ରଶ୍ନ କରୁଥିବା ନଜର ଆସିଛନ୍ତି। ତେବେ ସୂଚନା ମୁତାବକ କରୀନାଙ୍କର ଏହି ଭିଡିଓଟି ବେଶ୍…

ରଣବୀର୍‌ଙ୍କ ସହ ଫିଲ୍ମରେ ଏକାଠି କାମ କରିବାକୁ ଚାହୁଁଥିଲେ ରିଷି କପୁର; ଅଧାରେ ରହିଗଲା ସ୍ୱପ୍ନ

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗଗ୍‌ଜ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଅନେକ ମାସ ବିତିଗଲାଣି, କିନ୍ତୁ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଆଜି ମଧ୍ୟ ପୂରଣ ହୋଇପାରିନାହିଁ। ତେବେ ରିଷି କପୁରଙ୍କର ଏକ ଇଚ୍ଛା ଥିଲା ଯାହା ଆଉ କେବେ ବି ପୂରଣ ହୋଇପାରିବ ନାହିଁ। ଏକ ଖବର ଅନୁଯାୟୀ…

ନ‌େପୋଟିଜମ୍‌କୁ ନେଇ ଅଭିଷେକଙ୍କ ବୟାନ; ‘ମୁଁ ପାପାଙ୍କ ପାଇଁ ଫିଲ୍ମ ତିଆରି କରିଛି ସେ ମୋ ପାଇଁ…

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ତାଙ୍କ ପିତା ଅମିତାଭ୍‌ ବଚ୍ଚନ ସହିତ ତୁଳନା କରାଯାଉଛି। ସେ ତାଙ୍କ ଅଭିନୟକୁ ନେଇ ହେଉ ବା ତାଙ୍କ ସ୍ୱର। ତେବେ ଏହି କାରଣରୁ ଅଭିଷେକଙ୍କୁ ବହୁ କ୍ଷତି ସହିବାକୁ ମଧ୍ୟ ପଡିଛି। ନିକଟରେ ଅଭିଷେକ ଏକ ବିବୃତ୍ତିରେ କହିଛନ୍ତି ଯେ…

ଫିଲ୍ମ ‘ବେଲ୍‌ ବଟମ୍‌’ରେ ନଜର ଆସିବେନି ନୋରା!‌

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ବେଲ ବଟମ୍'କୁ ନେଇ ଜବରଦସ୍ତ ଗୁଜବ ଶୁଣିବାକୁ ମିଳୁଛି। ଫିଲ୍ମର ଅନେକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହି ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍ସାହ  ମଧ୍ୟ ବଡୁଥିବା ଦେଖିବାକୁ ମିଳିଛି। ନିକଟରେ ଖବର ଆସିଥିଲା ​​ଯେ…

ଖୁବ୍‌ ଶୀଘ୍ର ବଲିଉଡ୍‌ରେ ପାଦ ଦେବେ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌

ନୂଆଦିଲ୍ଲୀ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ୍‌ ମଧ୍ୟ ତାଙ୍କ ପିତାଙ୍କ ପଦ ଅନୁସରଣ କରିବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ସଜବାଜ ହେଉଛନ୍ତି। ସୈଫ୍‌ ନିଜେ ଏହି…

ଟ୍ୱିଟର୍‌ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ କୋଏନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କୋଏନା ମିତ୍ର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର୍‌ରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଟ୍ୱିଟର୍‌ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରୁଛି ଏବଂ ତାଙ୍କର ଅନେକ ଅନୁଗାମୀଙ୍କୁ ନିଲମ୍ବନ କରୁଛି। କୋଏନା ଗଣମାଧ୍ୟମକୁ କହିଛନ୍ତି ଯେ ମୋର…

ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ…