Latest Odisha News
Browsing Tag

Bollywood Choreographer

୧୩ ବର୍ଷ ବୟସରେ ବାହା ହୋଇଥିଲେ ସରୋଜ ଖାନ, ଜାଣନ୍ତୁ କେମିତି ନିର୍ମଳାରୁ ହେଲେ ସରୋଜ ଖାନ

ମୁମ୍ବାଇ : ବଲିଉଡର ମାଷ୍ଟର ଜୀ । ସମସ୍ତଙ୍କ ପ୍ରିୟ କୋରିଓଗ୍ରାଫର । ତାଙ୍କ ଡ୍ୟାନ୍ସ ଷ୍ଟେପରେ ନାଚିବାକୁ ପସନ୍ଦ କରୁଥିଲେ ଅନେକ ସେଲିବ୍ରିଟି । ଶ୍ରୀଦେବୀଙ୍କ ପପୁଲାର ଗୀତ ହାୱା ହାୱାଇ ହଉ କି ମାଧୁରୀଙ୍କ ଧକ୍ ଧକ୍ କରେନା ଲଗା ସବୁଠି ଥିଲା ସରୋଜଙ୍କ ଯାଦୁ । ଆଜି ତାଙ୍କ ପରଲୋକରେ ତାଙ୍କୁ…

କୋରିଓଗ୍ରାଫର ସରୋଜ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ : ବଲିଉଡର ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦେହାନ୍ତ ପରେ ମୁମ୍ବାଇ ମଲାଡରେ ଥିବା ସନ୍ନଟ ଶ୍ମଶାନରେ ଆଜି ସକାଳେ ତାଙ୍କ ଶେଷକୃତ୍ୟ ହୋଇଛି । ତାଙ୍କ ପୁଅ ତଥା କୋରିଓଗ୍ରାଫର ରାଜୁ ଖାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।…

ପରଲୋକରେ ବଲିଉଡର ମାଷ୍ଟର ଜୀ ସରୋଜ ଖାନ

ମୁମ୍ବାଇ : ବଲିଉଡକୁ ଆଉ ଏକ ଧକ୍କା । ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ଗତ ରାତିରେ ଦେହାନ୍ତ ହୋଇଛି । ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସରେ ହୋଇଥିଲା । ସମସ୍ତଙ୍କ ପ୍ରିୟ…