ବଲିଉଡ୍କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…
ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍ ବଡ଼ ଗୁମର ଫିଟାଇଛନ୍ତି।
ମହିମା ଚୌଧୁରୀ କହିଛନ୍ତି, 'ମୁଁ ଅନୁଭବ କରୁଛି ଯେ…