Latest Odisha News

BREAKING NEWS

Browsing Tag

Bollywood

ଫିଲ୍ମ ‘ତଡପ୍‌’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ଡେବ୍ୟୁ ଫିଲ୍ମ 'ତଡପ'ର ଟ୍ରେଲର ରିଲିଜ ହୋଇଛି। ଅହାନଙ୍କ ସହ ଫିଲ୍ମରେ ତାରା ସୁତାରିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଗତକାଲି ଫିଲ୍ମର ଟିଜର ରିଲିଜ ହୋଇଥିଲା। ଡିସେମ୍ବର ୩ରେ ଅହାନ୍ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ…

ଫିଲ୍ମ ‘ତଡପ୍‌’ର ଟିଜର୍‌ ରିଲିଜ; କାଲି ଆସିବ ଟ୍ରେଲର୍‌

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨୬ ରେ ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ୍ ଶେଟ୍ଟୀ ଏବଂ ତାରା ସୂତରିଆଙ୍କ ଅଭିନୀତ ଚଳଚ୍ଚିତ୍ର 'ତଡପ୍‌'ର ଟିଜର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ଅକ୍ଟୋବର ୨୭ ରେ ମୁକ୍ତିଲାଭ କରିବ। ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ 'ତଡପ୍‌' ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ…

ବିବାହ ପୂର୍ବରୁ କାହିଁକି କାଜୋଲଙ୍କୁ ପସନ୍ଦ କରୁନଥିଲେ ଅଜୟ?

ମୁମ୍ବାଇ: ବଲିଉଡ୍‌ର ସଫଳ ଦମ୍ପତିଙ୍କ ତାଲିକାରୁ ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଯୋଡି ଅନ୍ୟତମ। ଏହି ଦମ୍ପତି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସମ୍ପର୍କକୁ ଅତି ସୁନ୍ଦର ଭାବେ ତୁଲାଇ ଆସିଛନ୍ତି। ୯୦ ଦଶକରେ ଏମାନେ ଦୁହେଁ ପ୍ରଥମେ ଡେଟିଂ ଆରମ୍ଭ କରିଥିଲେ। ହେଲେ ଆପଣ ଜାଣନ୍ତି କି ବିବାହ…

‘ପ୍ୟାର୍ କା ପଞ୍ଚନାମା ୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ରଣବୀର!

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ “ପ୍ୟାର୍ କା ପଞ୍ଚନାମା ” ରେ ଚମତ୍କାର ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏହାପରେ ପ୍ରଶଂସକ ବେଶ୍‌ ଉତ୍ସାହର ସହ ଫିଲ୍ମର ପାର୍ଟ‌୍-୩କୁ ଅପେକ୍ଷା କରି ରହିଛନ୍ତି।…

‘ଧମାକା’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନଙ୍କ ଚଳଚ୍ଚିତ୍ର 'ଧମାକା'ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ। ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୯ ଅର୍ଥାତ୍‌ ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ସମେତ ମୃଣାଳ ଠାକୁର, ଅମୃତା…

ଅଭିନେତ୍ରୀ ଯୁଭିକାଙ୍କ ବିରୋଧରେ ଗୁରୁତର ଅଭିଯୋଗ; ୩ ଘଣ୍ଟା ଜେରା

ନୂଆଦିଲ୍ଲୀ: ଅଭିନେତ୍ରୀ ଯୁଭିକା ଚୌଧୁରୀଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ସେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲାଙ୍କ ସହ ସୁଟିଂ କରିଥିବା ଭିଡିଓରେ ଅନୁସୂଚିତ ଜାତି ସମ୍ପ୍ରଦାୟ ଉପରେ ଆପତ୍ତିଜନକ ତଥା ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ସୋମବାର ତାଙ୍କୁ ପୋଲିସ ଗିରଫ କରିଥିଲା। ୩ ଘଣ୍ଟା…

ସୋସିଆଲ ମିଡିଆରୁ ବ୍ରେକ୍‌ ନେଲେ ଅଜୁର୍ନ

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର କିଛି ସମୟ ପାଇଁ ଡିଜିଟାଲ ମିଡିଆରୁ ବ୍ରେକ୍‌ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଦିନ ଅର୍ଜୁନ ଇନଷ୍ଟାଗ୍ରାମରେ ଏ ନେଇ ଏକ ନୋଟ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖାଥିଲା, "ଅଦୃଶ୍ୟ ହେବାର ସମୟ।" ସୋସିଆଲ ମିଡିଆରୁ ବିରତୀ ନେବା ସମ୍ପର୍କରେ ଅର୍ଜୁନ…

ବିବାହ ବନ୍ଧନରେ ଆବଦ୍ଧ ହେବେ ଭିକି!

ନୂଆଦିଲ୍ଲୀ: ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଭିକି ଏବଂ କ୍ୟାଟ୍ରିନା ଉଭୟ ଡେଟ୍‌ କରୁଛନ୍ତି। ଭିକି ଓ କ୍ୟାଟ୍ରିନାଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି। ଯଦିଓ ଉଭୟ କଳାକାର ଏପର୍ଯ୍ୟନ୍ତ ଖୋଲାଖୋଲି…

ବଲିଉଡ୍‌କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…

ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍‌ ବଡ଼ ଗୁମର ଫିଟାଇଛନ୍ତି। ମହିମା ଚୌଧୁରୀ କହିଛନ୍ତି, 'ମୁଁ ଅନୁଭବ କରୁଛି ଯେ…

ସୈଫ୍‌ ଦୁନିଆର ‘ସବୁଠୁ ସୁନ୍ଦର ପୁରୁଷ’; କରୀନା

ମୁମ୍ବାଇ: ଆଜି ବଲିଉଡ୍‌ ଲୋକପ୍ରିୟ ଷ୍ଟାର ଯୋଡି କରୀନା କପୁର ଓ ସୈଫ୍‌ଙ୍କ ବିବାହ ବାର୍ଷିକୀ। କରୀନା କପୁର ଖାନ ତାଙ୍କ ବିବାହ ବାର୍ଷିକୀରେ ସୈଫଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଦୁନିଆର 'ସବୁଠୁ ସୁନ୍ଦର ପୁରୁଷ' ବୋଲି କହିଛନ୍ତି। କରୀନା ସୈଫ୍‌ଙ୍କ ସହ ଏକ ଫଟୋ ମଧ୍ୟ ସେୟାର…