Latest Odisha News

BREAKING NEWS

Browsing Tag

Bollywood

ଭାଗ୍ୟଶ୍ରୀଙ୍କ ଯୋଗୁଁ ସଲ୍‌ମାନଙ୍କୁ ମିଳି ନଥିଲା ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ସୁପର୍‌ହିଟ୍‌ ଫିଲ୍ମ 'ମୈନେ ପ୍ୟାର୍ କିୟା' ସଲମାନ ଖାନଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଏ। 'ମୈନେ ପ୍ୟାର୍ କିୟା' ଏକ ବକ୍ସ ଅଫିସରେ ହିଟ୍ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଏହା ରିଲିଜ ହେବା ପରେ ସଲମାନଙ୍କୁ ବେଶି ଫିଲ୍ମ ମିଳିନଥିଲା।…

ଦିୱାଲୀରେ ଧୁମ୍‌ ମଚେଇବ ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ। ଦିୱାଲୀରେ ଧମାକା କରିବ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ। ଫିଲ୍ମ ନଭେମ୍ବର ୫, ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅକ୍ଷୟ କୁମାର ସୋସିଆଲ…

ସଲ୍‌ମାନ, ଶାହାରୁଖଙ୍କ ଅପେକ୍ଷା ଶିଶୁ ଓ କୁକୁର ସହିତ କାମ କରିବା ଅଧିକ ଭୟଭୀତ କରେ; ନୱାଜୁଦ୍ଦିନ

ନୂଆଦିଲ୍ଲୀ: ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତାଙ୍କ ମଧ୍ୟରୁ ନୱାଜୁଦ୍ଦିନ ସିଦ୍ଦିକ ଅନ୍ୟତମ। ନେଟ୍‌ଫ୍ଲିକ୍ସ 'ସିରିୟସ୍‌ ମ୍ୟାନ୍‌'ରେ ଉତ୍କୃଷ୍ଟ ଅଭିନୟ ଯୋଗୁ ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ଏମି ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ବର୍ଗରେ ମନୋନୀତ କରାଯାଇଛି।…

‘ଶେହ୍‌ଜାଦା’ରେ ଏକାଠି ନଜର ଆସିବେ କାର୍ତ୍ତିକ ଓ କ୍ରିତି

ନୂଆଦିଲ୍ଲୀ: ପୁଣି ଏକାଠି ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ୍। ଏ ନେଇ ଉଭୟ କଳାକାର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଅଭିନେତାମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଶେହ୍‌ଜାଦାରେ ଏକାଠି ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ରୋହିତ…

ଅମିତାଭଙ୍କ ଅବସର ଚାହୁଁଛନ୍ତି ସଲିମ୍‌

ନୂଆଦିଲ୍ଲୀ: ଲେଖକ ସଲିମ ଖାନ କହିଛନ୍ତି ଯେ ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର ନେବା ଉଚିତ କାରଣ ସେ ବହୁତ କିଛି ହାସଲ କରିଛନ୍ତି। ସଲିମ ଏବଂ ଅମିତାଭ ୧୦ ରୁ ଅଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ସଲିମ ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଅମିତାଭ ବଚ୍ଚନ ବର୍ତ୍ତମାନ ଅବସର…

ସୁରଜ ବଡଜାତ୍ୟାଙ୍କ ‘ଉଁଚାଇ’ରେ ପରିନୀତିଙ୍କୁ ଏଣ୍ଟ୍ରି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ନିଜ ଚଳଚ୍ଚିତ୍ର ବିଷୟରେ ସୋସିଆଲ୍‌ ମିଡିଆରେ ଘୋଷଣା କରିଛନ୍ତି। ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ 'ଉଁଚାଇ'ରେ ଅଭିନୟ କରିବେ। ପରିନୀତି ନେପାଳରେ ଫିଲ୍ମର କ୍ରୁ ସଦସ୍ୟଙ୍କ ସହ ଯୋଗ ଦେଇଥିଲେ। ନି ର୍ଦ୍ଦେଶକଙ୍କ ସହ ଏକ ଫଟୋ ସେୟାର…

‘ହମ୍ ଦୋ ହମାରେ ଦୋ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଫିଲ୍ମ 'ହମ୍ ଦୋ ହମାରେ ଦୋ'ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, କ୍ରିତି ସାନନ୍, ପରେଶ ରାୱଲ ଏବଂ ରତ୍ନା ପାଠକ ଶାହା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାପୂର୍ବରୁ କ୍ରିତି ଫିଲ୍ମର ପୋଷ୍ଟର ସେୟାର କରି ଫିଲ୍ମର ପୁରା କାଷ୍ଟର ପରିଚୟ…

ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ଦ ଲେଡି କିଲର୍‌’

ନୂଆଦିଲ୍ଲୀ: ଆଜି ଅର୍ଜୁନ କପୁର ତାଙ୍କର ନୂଆ ଚଳଚ୍ଚିତ୍ର 'ଦି ଲେଡି କିଲର'କୁ ନେଇ ଘୋଷଣା କରିଛନ୍ତି। ଅଭିନେତା ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଏହାକୁ ତାଙ୍କର 'ଉଚ୍ଚାଭିଳାଷୀ ଚଳଚ୍ଚିତ୍ର' ବୋଲି କହିଥିଲେ। ଅର୍ଜୁନଙ୍କୁ ସୈଫ ଅଲ୍ଲି ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଏବଂ ୟାମି…

୨୬ରେ ଜନ୍‌ ଓ ସଲମାନ୍‌ ମୁହାଁମୁହିଁ; ‘ସତ୍ୟମେବ ଜୟତେ ୨’ ବନାମ ‘ଅନ୍ତିମ’

ନୂଆଦିଲ୍ଲୀ: ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ସଲମାନ ଖାନଙ୍କ ଅଭିନୀତ ‘ଅନ୍ତିମ’ ଚଳିତ ବର୍ଷ ଦୀପାବଳି ସମୟରେ ପରଦାରେ ଆସିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ‘ଅନ୍ତିମ' ନଭେମ୍ବର ୨୬ରେ ରିଲିଜ କରିବ। ଏହାସହିତ ଏକାସାଙ୍ଗେ ଜନ୍‌ ଆବ୍ରାହମ୍‌ଙ୍କ 'ସତ୍ୟମେବ ଜୟତେ ୨' ମଧ୍ୟ ସମାନ…

‘ଆକ୍ସନ୍ ହିରୋ’ର ନାୟକ ହେବେ ଆୟୁଷ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଶନିବାର ଆୟୁଷ୍ମାନ ତାଙ୍କ ଆଗାମୀ ଫିଲ୍ମ 'ଆକ୍ସନ୍ ହିରୋ'ରେ ଅଭିନୟ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଆନନ୍ଦ ଏଲ୍ ରୟ। ତୃତୀୟ ଥର ପାଇଁ…