ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଛନ୍ତି ସିଦ୍ଧାର୍ଥ
ନୂଆଦିଲ୍ଲୀ: ନିକଟରେ ସିଦ୍ଧାର୍ଥ ମାଲହୋତ୍ରା ହିମାଳୟନ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଶେର୍ଶାହାର ସ୍କ୍ରିନିଂ ପାଇଁ ଲଦାଖ ଯାଇଥିଲେ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉଦ୍ଘାଟିତ ଏହି ଉତ୍ସବର ପ୍ରଥମ ସଂସ୍କରଣ ହେଉଛି ଏକ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ, ଯାହା…