Latest Odisha News

BREAKING NEWS

Browsing Tag

Bollywood

ଧାକଡରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ତାଙ୍କ ଆଗାମୀ ଫିଲ୍ମ ଧାକଡ ନେଇ ବେଶ ଉତ୍ସାହିତ ଅଛନ୍ତି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ଥିଏଟରକୁ ଆସିବ ବୋଲି ଜଣାପଡିଛି । ଏହି ଆକ୍ସନ ଡ୍ରାମାରେ କଙ୍ଗନା ୧୦ ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ମାନବ ତସ୍କର ଉପରେ…

ମୋ କ୍ୟାରିୟରର ଏକ ବଡ଼ ଅଂଶ ଅକ୍ଷୟ କୁମାର; ଭୁମି

ମୁମ୍ବାଇ: ଆଗାମୀ ଚଳଚ୍ଚିତ୍ର 'ରକ୍ଷା ବନ୍ଧନ'ରେ ଅକ୍ଷୟ କୁମାରଙ୍କ ସହ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଅଭିନେତ୍ରୀ ଭୁମି ପେଡନେକର। ଏହା ସହିତ ଅକ୍ଷୟଙ୍କ ସହିତ ତାଙ୍କ ବନ୍ଧୁତା ଆହୁରି ଗଭୀର ହେବା ମଜଭୁତ ମଧ୍ୟ ହୋଇଛି ବୋଲି କହିଛନ୍ତି ଭୂମି। ସେ ଆହୁରି ମଧ୍ୟ କହିଛନ୍ତି ଯେ…

ଦୁନିଆକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ସଙ୍ଗୀତ

ନୂଆଦିଲ୍ଲୀ: ବଲିଉଡ୍‌ ସଙ୍ଗୀତ ଜଗତର ଚର୍ଚ୍ଚିତ ଗାୟକ କୈଳାଶ ଖେର୍‌। ତାଙ୍କ ଗୀତର ଭିନ୍ନ ଅନ୍ଦାଜ୍‌ ସଙ୍ଗୀତ ପ୍ରେମୀଙ୍କୁ ବିଭୋର କରିଥାଏ। ଆଉ ତାଠାରୁ ଅଧିକ ଆକର୍ଷଣୀୟ ହେଉଛି ତାଙ୍କ ଡ୍ରେସିଂ ଷ୍ଟାଇଲ୍‌। ଏକ କଳା ସାର୍ଟ, ପନିଟେଲ୍ ଏବଂ ଇୟରିଂ ତାଙ୍କୁ ଭାରି ମାନିଥାଏ। ତାଙ୍କ ମତରେ…

ବାହା ହେବେ ଶ୍ରଦ୍ଧା!

ମୁମ୍ବାଇ: ଶ୍ରଦ୍ଧା କପୁର ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ରଦ୍ଧା କପୁର ଖୁବ୍‌ ଶୀଘ୍ର ତାଙ୍କ ଗୁଜବ ବଏଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ତେବେ ଏ ଖବରକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି…

ରିଲିଜ୍‌ ହେଲା ବିଗ୍‌ ବିଙ୍କ ‘ଚେହ୍‌ରେ’

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମୀଙ୍କ ଅଭିନୀତ ଚଳଚ୍ଚିତ୍ର ଚେହ୍‌ରେ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଏହି ଦୁଇ ତାରକା ଏକାଠି ନଜର ଆସିଛନ୍ତି। ଚେହେର ଘୋଷଣା ହେବା…

ବିଗ୍‌ ବିଙ୍କ ଅଙ୍ଗରକ୍ଷୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ବାର୍ଷିକ ୧.୫ କୋଟି ଟଙ୍କା ଆୟ କରୁଥିବା ଅଭିଯୋଗ ଆସିବା ପରେ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଦେଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ମୁମ୍ବାଇ ପୋଲିସ ବିଭାଗ ସହିତ ସଂଲଗ୍ନ କନଷ୍ଟେବଳ ସିନ୍ଦେ…

ଫିଲ୍ମ ‘ଚେହରେ’ ପାଇଁ କୌଣସି ପାଉଣା ନେଇନାହାନ୍ତି ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କୁ କେବଳ ବଲିଉଡରେ ଶେହ୍‌ନ୍‌ଶାହା କୁହାଯାଏ ନାହିଁ। ଲୋକମାନେ ତାଙ୍କ କାର୍ଯ୍ୟ ଏବଂ ଉଦାରତାକୁ ନେଇ ତାଙ୍କୁ ସମ୍ମାନ ଦେଇ ଏହି ନାଁରେ ଡାକିଥାନ୍ତି। ଏହି ସମୟରେ ଅମିତାଭ ବଚ୍ଚନ ପୁଣିଥରେ ଏପରି କିଛି କରିଛନ୍ତି ଯାହାକୁ ନେଇ ବିଗ୍‌ ବିଙ୍କ ନିକଟକୁ ପ୍ରଶଂସାର ସୁଅ…

ବଲିଉଡ୍‌‌ରେ ପ୍ରବେଶ ପୂର୍ବରୁ କୋଇଲା ଖଣିରେ କାମ କରୁଥିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ପୁରୁଣା ସ୍ମୃତି ବାଣ୍ଟିଛନ୍ତି। ତାଙ୍କର ଚଳଚ୍ଚିତ୍ର 'କାଲା ପଥର୍'କୁ ୪୨ ବର୍ଷ ପୂରିଛି। ଏହି ଅବସରରେ ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ବଲିଉଡ୍‌ରେ ପ୍ରବେଶ ପୂର୍ବରୁ ତାଙ୍କର ପ୍ରଥମ ଜୀବିକା ବିଷୟରେ ଖୁଲାସା…

୩ରେ ରିଲିଜ କରିବ ଆହାନ ଓ ତାରାଙ୍କ ‘ତଡପ୍‌’

ମୁମ୍ବାଇ: ନବାଗତା ଅଭିନେତା ତଥା ସୁନୀଲ୍‌ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ 'ତଡପ' ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ ତାରା ସୁତାରିଆ। ତେବେ ଚଳଚ୍ଚିତ୍ର 'ତଡପ' ଚଳିତ ବର୍ଷ ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ…

୧୦ରେ ବଡ଼ ପରଦାରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ‘ଥାଲାଇଭି’

ମୁମ୍ବାଇ: ସେପ୍ଟମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଥାଲାଇଭି'। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏଏଲ ବିଜୟ। ନିର୍ମାତା ଏହାର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଦୁଇଥର ସ୍ଥଗିତ ରଖାଯାଇଥିଲା। ଫିଲ୍ମ…