ଏକତାଙ୍କ ‘ୟୁ-ଟର୍ନ’ରେ ଆଲାୟାଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ: କନ୍ନଡ ଥ୍ରୀଲର ଚଳଚ୍ଚିତ୍ର 'ୟୁ-ଟର୍ନ'ର ହିନ୍ଦୀ ରିମେକ୍ ନିର୍ମାଣ କରୁଛନ୍ତି ଏକତା କପୁର। ତେବେ ଏଥିରେ ଅଭିନେତ୍ରୀ ଆଲାୟା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଆରିଫ ଖାନ। ଏହା ଆରିଫ୍ଙ୍କ ପ୍ରଥମ ନିର୍ଦ୍ଦେଶିତ…