Latest Odisha News

BREAKING NEWS

ଏକତାଙ୍କ ‘ୟୁ-ଟର୍ନ’ରେ ଆଲାୟାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: କନ୍ନଡ ଥ୍ରୀଲର ଚଳଚ୍ଚିତ୍ର ‘ୟୁ-ଟର୍ନ’ର ହିନ୍ଦୀ ରିମେକ୍‌ ନିର୍ମାଣ କରୁଛନ୍ତି ଏକତା କପୁର। ତେବେ ଏଥିରେ ଅଭିନେତ୍ରୀ ଆଲାୟା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଆରିଫ ଖାନ। ଏହା ଆରିଫ୍‌ଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର।

BjdElectrycity

ଆଲାୟା ୨୦୨୦ରେ କମେଡି-ଡ୍ରାମା ମୁଭି ‘ଜବାନୀ ଜାନେମନ’ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ, ତବୁ ଏବଂ ଆଲାୟା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.