ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୋସିଆଲ୍ ମିଡିଆକୁ ଫେରିଲେ ଅଙ୍କିତା
ମୁମ୍ବାଇ: ଆଜି ବଲିଉଡ୍ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଲା। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। କିଛିଦିନ ତଳେ ସୋସିଆଲ୍ ମିଡିଆରୁ ସ୍ବଳ୍ପ ସମୟ ପାଇଁ ବିରତୀ ନେଇଥିଲେ ଅଭିନେତ୍ରୀ ଅଙ୍କିତା ଲେଖଣ୍ଡେ। ଗୁଜବ ଉଠିଥିଲା ଯେ ସୁଶାନ୍ତ ସିଂ…