ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ସଲ୍ମାନ
ମୁମ୍ବାଇ: ସଲମାନ ଖାନ ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏ ନେଇ ସଲ୍ମାନ ଖାନ୍ଙ୍କ ଟିମ୍ ପକ୍ଷରୁ କମଲ ଆର ଖାନଙ୍କୁ ଏକ ନୋଟିସ ଜାରି କରାଯାଇଛି।
ନୋଟିସ ଅନୁଯାୟୀ ସଲମାନ ଖାନଙ୍କ ଆଇନ ଟିମ୍ ଗୁରୁବାର ଦିନ ସିଟି ସିଭିଲ…