ଫିଲ୍ମ ‘ହ୍ୱାଇଟ୍ ଟାଇଗର୍’ ପାଇଁ ଏହି ସ୍ୱତନ୍ତ୍ର ପୁରସ୍କାର ପାଇଲେ ଅଭିନେତା ଆଦର୍ଶ ଗୌରବ
ନୂଆଦିଳ୍ଲୀ: ଫିଲ୍ମ ହ୍ୱାଇଟ୍ ଟାଇଗରରେ ଅଭିନୟ ପାଇଁ ଏସୀୟ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ରାଇଜିଂ ଷ୍ଟାର ପୁରସ୍କାର ପାଇଛନ୍ତି ଅଭିନେତା ଆଦର୍ଶ ଗୌରବ। ଅଭିନେତା BAFTA ୨୦୨୧ ର ମୁଖ୍ୟ ଅଭିନେତା ବର୍ଗରେ ମନୋନୀତ ହେବାର ଗୋଟିଏ ସପ୍ତାହ ପରେ ଏହି ସମ୍ମାନ ଲାଭ କରିଛନ୍ତି ଆଦର୍ଶ ଗୌରବ।…