Latest Odisha News

BREAKING NEWS

ଫିଲ୍ମ ‘ହ୍ୱାଇଟ୍‌ ଟାଇଗର୍’‌ ପାଇଁ ଏହି ସ୍ୱତନ୍ତ୍ର ପୁରସ୍କାର ପାଇଲେ ଅଭିନେତା ଆଦର୍ଶ ଗୌରବ

ନୂଆଦିଳ୍ଲୀ: ଫିଲ୍ମ ହ୍ୱାଇଟ୍‌ ଟାଇଗରରେ ଅଭିନୟ ପାଇଁ ଏସୀୟ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ରାଇଜିଂ ଷ୍ଟାର ପୁରସ୍କାର ପାଇଛନ୍ତି ଅଭିନେତା ଆଦର୍ଶ ଗୌରବ। ଅଭିନେତା BAFTA ୨୦୨୧ ର ମୁଖ୍ୟ ଅଭିନେତା ବର୍ଗରେ ମନୋନୀତ ହେବାର ଗୋଟିଏ ସପ୍ତାହ ପରେ ଏହି ସମ୍ମାନ ଲାଭ କରିଛନ୍ତି ଆଦର୍ଶ ଗୌରବ।

ଏସିଆର ୱାର୍ଲ୍ଡ ଫିଲ୍ମ ଫେଷ୍ଟିଭାଲରେ ଆଦର୍ଶ ଗୌରବ ରାଇଜିଂ ଷ୍ଟାର ଆୱାର୍ଡ ଜିତିଛନ୍ତି। ଫିଲ୍ମ ‘ହ୍ବାଇଟ୍‌ ଟାଇଗର’ରେ ରାଜ କୁମାର ରାଓ, ପ୍ରିୟଙ୍କା ଚୋପ୍ରା ଏବଂ ଆଦର୍ଶ ଗୌରବ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ନେଟ୍‌ଫ୍ଲିକ୍ସରେ ପ୍ରିମିଅର୍‌ ହୋଇଥିଲା।

Leave A Reply

Your email address will not be published.