Latest Odisha News

BREAKING NEWS

Browsing Tag

Bollywood

କର୍ଣ୍ଣ ହେବେ ଅଭିନେତା ରଣବୀର ସିଂ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଆଗାମୀ ଚଳଚ୍ଚିତ୍ର ୮୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ଖବର ଆସୁଛି ଯେ ଅଭିନେତା ଭାସୁ ଭଗ୍ନାନୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ ଅର୍ଥାତ୍‌ ମହାଭାରତର ଯୋଦ୍ଧା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ଭୂମିକାରେ ନଜର…

୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ, ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର, ମନୋଜ ବାଜପେୟୀ ଓ କଙ୍ଗନା ଶ୍ରେଷ୍ଠ…

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷିତ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି । ନ୍ୟାସନାଲ ମିଡ଼ିଆ ସେଣ୍ଟରରେ ଏହି ପୁରସ୍କାର ଘୋଷଣା ହୋଇଛି । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ…

ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ପାଇଁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ କାର୍ତ୍ତିକ ସୋସିଆଲ ମିଡିଆରେ ଏହି ସୂଚନା ପ୍ରଦାନ କରି ପ୍ରଶଂସକମାନଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। ସେ ସୋସିଆଲ୍‌ ମିଡିଆରେ ଏକ 'ପ୍ଲସ' ଚିହ୍ନ ସହ…

କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ ଆଉ ଜଣେ ଷ୍ଟାର୍‌ କିଡ୍‌

ନୂଆଦିଲ୍ଲୀ: ବଲିଉଡର ଆଉ ଜଣେ ଷ୍ଟାର୍‌ କିଡ୍‌ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ହେଉଛନ୍ତି ଅଭିନେତା ସଂଜୟ କପୁରଙ୍କ ଝିଅ ସନୟା କପୁର। ଯିଏକି ମୁଖ୍ୟ ଅଭିନେତ୍ରୀ ଭାବେ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।…

କେମିତି ଆରମ୍ଭ ହୋଇଥିଲା ଶିଳ୍ପା ଏବଂ ରାଜ୍‌ଙ୍କ ପ୍ରେମ ସମ୍ପର୍କ; ଗୁମର ଖୋଲିଲେ ଶିଳ୍ପା

ନୂଆଦିଲ୍ଲୀ: ଶିଳ୍ପା ସେଟ୍ଟୀ ଏବଂ ପତି ରାଜ କୁନ୍ଦ୍ରାଙ୍କ ଯୋଡି ବଲିଉଡ୍‌ର ଏକ ପ୍ରସିଦ୍ଧ ଯୋଡି ମଧ୍ୟରୁ ଗୋଟିଏ। ଶିଳ୍ପା ନିଜର ପ୍ରତିଭା ବଳରେ ଆଜି ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ପତି ରାଜଙ୍କ ସହ ଡେଟିଂକୁ ନେଇ ଶିଳ୍ପା ଏକ ଗୁମର ‌ଫିଟାଇଛନ୍ତି। ଯେତେବେଳେ ସେ…

୪୩ ତମ ଜନ୍ମଦିନରେ ବଲିଉଡ୍‌ରେ ୨୫ ବର୍ଷ ପୂରଣ କଲେ ରାନୀ ମୁଖାର୍ଜୀ

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ୪୩ତମ ଜନ୍ମଦିନ। ମାର୍ଚ୍ଚ ୨୧ରେ ଅଭିନେତ୍ରୀ ନିଜର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ରାନୀ ବଲିଉଡ୍‌ରେ ତାଙ୍କର ୨୫ ବର୍ଷ ପୂରା କରିଛନ୍ତି ଅର୍ଥାତ୍ ବଲିଉଡ୍‌ରେ ତାଙ୍କର ଅଭିନୟକୁ ୨୫ ବର୍ଷ…

କରୋନା ଟିକା ନେଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଭରଗ୍ରୀନ୍ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନାଭାଇରସ୍ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ହେମା ମଲିନୀ ମଧ୍ୟ କରୋନା ଟିକା ନେଇଥିଲେ। ଏ ନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଟିକା ନେବା ସହିତ କରୋନା କଟକଣାକୁ…

ଜାଣନ୍ତୁ କ’ଣ ରହିବ ପ୍ରିୟଙ୍କାଙ୍କ ରେସ୍ତୋରାଁର ସିଗ୍‌ନେଚର୍‌ ଡିସ୍‌

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ନିଜର ନୂତନ ଭାରତୀୟ ରେସ୍ତୋରାଁ 'ସୋନା'କୁ ଉନ୍ମୋଚନ କରିଥିଲେ। ତେବେ ପ୍ରିୟଙ୍କାଙ୍କ ଏହି ଭାରତୀୟ ରେସ୍ତୋରାଁରେ କଣ ରହିଛି ଖାଦ୍ୟ ତାଲିକା ଜାଣିବାକୁ ଚାହୁଁଛନ୍ତି କି? ତେବେ ସୋନା ରେସ୍ତୋରାଁର ସେଫ୍‌ ହରି ନାୟକ…

ଫିଲ୍ମ ବିଗ୍‌ ବୁଲ୍‌ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ବିଗ୍ ବୁଲ୍‌ର‌ ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଷ୍ଟକବ୍ରୋକର ଭୂମିକାରେ ଅଭିନୟ କରୁଛନ୍ତି ଅଭିଷେକ। କୁକି ଗୁଲାଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ହର୍ଷଦ ମେହେଟ୍ଟାଙ୍କ ଷ୍ଟକ୍ ମାର୍କେଟ ସ୍କାମ…

ଏପ୍ରିଲ ୯ରେ ରିଲିଜ କରିବ ଫିଲ୍ମ ‘ହେଲୋ ଚାର୍ଲି’

ନୂଆଦିଲ୍ଲୀ: ଜ୍ୟାକି ଶ୍ରଫ ଏବଂ ଆଧାର ଜୈନଙ୍କ ଅଭିନୀତ 'ହେଲୋ ଚାର୍ଲି' ଆମାଜନ ପ୍ରାଇମ ଭିଡିଓରେ ଏପ୍ରିଲ ୯ରେ ରିଲିଜ କରିବ। ଆଜି ଫିଲ୍ମର ଟିଜର ରିଲିଜ କରିଛି। ପଙ୍କଜ ସରସ୍ୱତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ଦ୍ୱାରା ନିର୍ମିତ ହେଲୋ ଚାର୍ଲି ଏପ୍ରିଲ…