ଅଭିନେତ୍ରୀ ତବୁଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ: ସମ୍ପ୍ରତି ଅନେକ ବଲିଉଡ ତାରକା ହ୍ୟାକିଂର ସମ୍ମୁଖୀନ ହେଉଛନ୍ତି। ଅନେକ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍ କରାଯାଉଥିବା ସୂଚନା ମଧ୍ୟ ଆଗରୁ ମିଳିସାରିଛି। ବର୍ତ୍ତମାନ ଏହି ହ୍ୟାକିଂର ଶିକାର ହୋଇଛନ୍ତି ଅଭିନେତ୍ରୀ ତବୁ। ତବୁଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ…