ପୁଅ ଭିଆନ୍ଙ୍କୁ ୩ କୋଟିର କାର୍ ଉପହାର ଦେଲେ ଅଭିନେତ୍ରୀ ଶିଳ୍ପା?
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ପୁଅ ଭିଆନ୍ ରାଜ କୁନ୍ଦ୍ରାଙ୍କୁ ୩ କୋଟି ଟଙ୍କାର ବିଳାସମୟ ଲମ୍ବୋର୍ଗିନି ଉପହାର ଦେଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ମାଗାଜିନରେ ପ୍ରକାଶିତ ଏକ ଆର୍ଟିକିଲର ଖବରକୁ ରାଜ କୁନ୍ଦ୍ରା ଖାରଜ…