ମୁମ୍ବାଇରେ ନୂଆ ଘର କିଣିଲେ ଜାହ୍ନବୀ; ଦାମ୍ ଜାଣିଲେ ଉଡିଯିବ ହୋସ୍
ନୂଆଦିଲ୍ଲୀ: କିଛିଦିନ ହେବ କୌଣସି ନା କୌଣସି କାରଣରୁ ଜାହ୍ନବୀ ଚର୍ଚ୍ଚାରେ ରହୁଛନ୍ତି। ଏବେ ଜାହ୍ନବୀଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ମୁମ୍ବାଇର ଜୁହୁରେ ଜାହ୍ନବୀ ଏକ ବିଳାସପୂର୍ଣ୍ଣ ଏବଂ ଦାମିକା ଘର କିଣିଛନ୍ତି। ଯାହାର ମୂଲ୍ୟ ଶୂଣିଲେ ଆପଣଙ୍କ ହୋସ୍ ଉଡିଯିବ। ସୂଚନା…