Latest Odisha News
Browsing Tag

Bollywood

ନିଆରା ଢଙ୍ଗରେ ନବବର୍ଷର ଶୁଭେଚ୍ଛା ଜ‌ଣାଇଲେ ଆକ୍ସନ କିଙ୍ଗ୍‌ ଅକ୍ଷୟ କୁମାର

ନୂଆଦିଲ୍ଲୀ: ସବୁଥର ପରି ଏଥର ନବ ବର୍ଷକୁ ଲୋକମାନେ ଅତି ସତର୍କତାର ସହ ପାଳନ କରୁଛନ୍ତି। ଆଗଭଳି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ନଥିଲା କି କୌଣସି ବଣଭୋଜିର ଆସର ଜମି ନଥିଲା। ଏଥର ନୂଆ ବର୍ଷର ସବୁଠୁ ବଡ଼ ବାଧକ ସାଜିଛି ମହାମାରୀ କରୋନା। କରୋନାକୁ ଦୃଷ୍ଟିରେ ରଖି ନୂଆ ବର୍ଷକୁ ଉପଭୋଗ…

ନୂଆ ବର୍ଷରେ ନୂଆ ଅବତାର ପାଇଁ ପ୍ରସ୍ତୁତ ରଣବୀର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁର ନୂଆ ବର୍ଷର ପ୍ରଥମ ଦିନରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୧ ଜାନୁୟାରୀ ୨୦୨୧ରେ ରଣବୀର କପୁର୍‌ଙ୍କ ଆଗାମୀ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରର ନାମ 'ଆନିମଲ୍‌'। ଏଥିରେ ରଣବୀର କପୁରଙ୍କ ସହ ଅନିଲ କପୁର୍, ପରିନୀତି…

ନୂଆ ବର୍ଷରେ ଖାଲି ହେଲା ଦୀପିକାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ରଣଭୀର ସିଂଙ୍କ ସହ ରାଜସ୍ଥାନ ଜୟପୁରରେ 'ନୂଆ ବର୍ଷ' ପାଳନ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୀପିକା ପାଦୁକୋନଙ୍କ…

ହାପି ବାର୍ଥ ଡେ ବିଦ୍ୟା

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଚେହେରା ବିଦ୍ୟା ବାଲାନ। କାହାନୀ, ଡର୍ଟି ପିକ୍ଚର, କାହାନି-୨ ଭଳି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ଆଜି ଅର୍ଥାତ୍‌ ଜାନୁଆରୀ ୧ ତାରିଖ ଦିନ ସେ ତାଙ୍କ ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧ ଜାନୁୟାରୀ…

ନୂଆ ବର୍ଷ ପୂର୍ବରୁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଇଲେ ଅଭିନେତ୍ରୀ ଶ୍ରୁତି ସେଠ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁ ୨୦୨୦ ବର୍ଷ ସ୍ମରଣୀୟ ହୋଇରହିବ। ସବୁ କ୍ଷେତ୍ର ପାଇଁ ଏହା ଏକ ଅବିସ୍ମରଣୀୟ ବର୍ଷ। ଅଭିନେତ୍ରୀ ଶ୍ରୁତି ସଠେ୍‌ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତ୍ରୀ ଚଳିତ ବର୍ଷର ବିଦାୟ ପାଇଁ ଯୋଜନା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଥିଲା…

ମୁମ୍ବା ଦେବୀ ଏବଂ ସିଦ୍ଧିବିନାୟକଙ୍କ ଦର୍ଶନ ପରେ ମୁମ୍ବାଇରେ ନିଜକୁ ସୁରକ୍ଷିତ ମଣିଲେ କଙ୍ଗନା

ନୂଆଦିଲ୍ଲୀ: ବିଏମସି ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ବିବାଦକୁ ନେଇ ଚଳିତ ବର୍ଷ କଙ୍ଗନା ରଣାୱତ୍‌ ଚର୍ଚ୍ଚାରେ ରହିଆସିଛନ୍ତି। ସୋମବାର Y Plus ସୁରକ୍ଷା ଭିତରେ ମୁମ୍ବାଇରେ ପହଞ୍ଚିଥିବା କଙ୍ଗନା ରଣାୱତ୍‌ ପ୍ରଥମେ ମୁମ୍ବା ଦେବୀ ଏବଂ ପରେ ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। କଙ୍ଗନା…

ଆଗାମୀ ଫିଲ୍ମ ପାଇଁ ଅକ୍ଷୟଙ୍କ ହାଇ ଡିମାଣ୍ଡ୍‌; ଫିଲ୍ମ ପାଇଁ ନେବେ ୧୩୫ କୋଟି!

ନୂଆଦିଲ୍ଲୀ: ବଲିଉଡ୍‌ର ଏକମାତ୍ର କଳାକାର ଅକ୍ଷୟ କୁମାର ଯିଏ କି ବର୍ଷ ତମାମ ନିଜ କର୍ମମୟ ଜୀବନକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟଧିକ ଚାହିଦା ହେତୁ ଅକ୍ଷୟ ତାଙ୍କର ଅଭିନୟ ଶୁଳ୍କ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ମାସ ମଧ୍ୟରେ ଅକ୍ଷୟ…

ଚର୍ଚ୍ଚାରେ ଜାହ୍ନବୀଙ୍କ ନୀଳ ଲେହେଙ୍ଗା

ନୂଆଦିଲ୍ଲୀ: ଜାହ୍ନବୀ କପୁର ମଧ୍ୟ ଫ୍ୟାଶନ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏକ ଫଟୋରେ ଜାହ୍ନବୀଙ୍କ ବ୍ଲୁ ଡିଜାଇନର୍ ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଛି। ଅର୍ପିତା ମେହେଟ୍ଟାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏହି ଲେହେଙ୍ଗାର ମୂଲ୍ୟ ୭୮ ହଜାର ଟଙ୍କା। ଜାନଭୀ ଏହି ନୀଳ ଏବଂ…

୨୦୨୧ରେ ରିଲିଜ୍‌ ହେବ ଇର୍‌ଫାନ୍‌ଙ୍କ ଶେଷ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ବଲିଉଡର ଅନ୍ୟତମ ମହାନ ଅଭିନେତା ଇରଫାନ୍ ଖାନଙ୍କ ଶେଷ ଚଳଚ୍ଚିତ୍ର ୨୦୨୧ ମସିହାରେ ମୁକ୍ତିଲାଭ କରିବାକୁ ଯାଉଛି। ଇରଫାନଙ୍କ ଫିଲ୍ମର ନାମ ହେଉଛି 'ଦ ସଙ୍ଗ୍‌ ଅଫ୍‌ ସ୍କୋର୍‌ପି୍ରନ୍‌'। ବାସ୍ତବରେ ଏହି ଚଳଚ୍ଚିତ୍ରଟି ଦୀର୍ଘ ସମୟ ଧରି ଶୀତଳ ଭଣ୍ଡାରରେ ପଡ଼ିଥିଲା ​​ଏବଂ ବର୍ତ୍ତମାନ…

ଫିଲ୍ମ ‘ବ୍ଲାଇଣ୍ଡ୍’‌ର ସୁଟିଂ ପାଇଁ ପ୍ରସ୍ତୁତ ସୋନମ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ସାରା ସୋନମ କପୁର ଅହୁଜା ନିଜ ପରିବାର ସହ ସମୟ ବିତାଇବା ପରେ ଏବେ କର୍ମସ୍ଥଳୀକୁ ଫେରିଛନ୍ତି ଅର୍ଥାତ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ବ୍ଲାଇଣ୍ଡ୍'‌ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ…