Latest Odisha News
Browsing Tag

bomb threat

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ଗୁଜବ। ଇଣ୍ଡିଗୋ ବିମାନ 6E 7308 ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ଏଭଳି ଖବର ମିଳିଥିଲା। ଯାହାପରେ ବିମାନଟିକୁ ନାଗପୁର ଡାଇଭର୍ଟ କରି ଦିଆଯାଇଥିଲା। 'ଇଣ୍ଡିଗୋ'ର ସୂଚନା ଅନୁଯାୟୀ, ନାଗପୁର ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଛି…

ଟ୍ରେନରେ ବୋମା; ଅଟକିଲା ଜମ୍ମୁରୁ ଯୋଧପୁର ଯାଉଥିବା ଏକ୍ସପ୍ରେସ

ଚଣ୍ଡିଗଡ: ଜମ୍ମୁରୁ ରାଜସ୍ଥାନର ଯୋଧପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନକୁ ପଞ୍ଜାବର ଫିରୋଜପୁର ଜିଲ୍ଲାର କାସୁ ବେଗୁ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଜମ୍ମୁ ତାୱି-ଭଗତ କି କୋଠି ଏକ୍ସପ୍ରେସ (ଟ୍ରେନ୍ ନମ୍ବର 19926) ରେ ବୋମା ଥିବା ଧମକ ମିଳିଥିଲା। ଯାହା ପରେ…

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ସୁଖୋଇ ବିମାନ

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି ।…

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି…