Latest Odisha News

BREAKING NEWS

Browsing Tag

Boris Johnson

୫୯ ବର୍ଷ ବୟସରେ ଅଷ୍ଟମ ଥର ପାଇଁ ପିତା ହେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ବ୍ରିଟେନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପତ୍ନୀ କାରୀ ଗତ ସପ୍ତାହରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମଙ୍ଗଳବାର ଦିନ ଇନଷ୍ଟାଗ୍ରାମ ପୋଷ୍ଟରେ କାରି ଏହି ସୂଚନା ଦେଇଛନ୍ତି। କାରିଙ୍କ ବୟସ ଏବେ ୩୫ ବର୍ଷ ହୋଇଥିବା ବେଳେ ବୋରିସ୍ ଜନସନ ୫୯ ବର୍ଷ ବୟସରେ ଅଷ୍ଟମ ଥର…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍, ତଥାପି ରହିବେ…

ନୂଆଦିଲ୍ଲୀ: ବ୍ରିଟେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଏନେଇ ବ୍ରିଟିଶ୍ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି । ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ସରକାରଙ୍କ ହାତ ଛାଡ଼ି ଦେଇଥିଲେ । ଏପରିକି ୪ ଜଣ ଶୀର୍ଷ ମନ୍ତ୍ରୀ…

ନିଜଠୁ ୨୩ ବର୍ଷ ସାନ ଯୁବତୀଙ୍କୁ ବିବାହ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ନିଜଠୁ ୨୩ ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ଲୁଚିଲୁଚି ବିବାହ କରିଥିବା ଚର୍ଚ୍ଚା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁହେଁ ୨୦୨୨ ମସିହାରେ ବିବାହ କରିଥାନ୍ତେ ହେଲେ ଏହା ପୂର୍ବରୁ ସେମାନେ ଗୁପ୍ତ ଭାବେ ବିବାହ କରିଥିବା ଖବର…

ବ୍ରିଟେନରେ ଆଜି ମଧ୍ୟରାତ୍ରିରୁ ପୁଣି ଲକଡାଉନ୍, ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍

ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନ ବ୍ରିଟେନ୍‌ରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନଊଆ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସଂକ୍ରମଣ ବଢୁଥିବାରୁ କଟକଣାକୁ କଠୋର କରିଛନ୍ତି ସରକାର । ପୁଣି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଆଜି ମଧୟରାତ୍ରିରୁ ଫେବୃଆରୀ ମାସ ଦ୍ୱିତୀୟ…

ହୋମ୍ ଆଇସୋଲେସନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ହୋମ୍ ଆଇସୋଲେସନରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ପୃଥକବାସରେ ଅଛନ୍ତି । ସୁସ୍ଥ ଥିବା ଓ କୌଣସି ଲକ୍ଷଣ ନଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୋରିସନ୍ । ବୋରିସନ୍ ନିକଟରେ କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଲି…

ଲକଡାଉନ୍ ରିଟର୍ଣ୍ଣସ୍: ଇଂଲଣ୍ଡରେ ପୁଣି ଲକଡାଉନ୍ ଘୋଷଣା

ଲଣ୍ଡନ: କରୋନା ମହାମାରୀ ବିରୋଧରେ ଲଢ଼େଇ ଭିତରେ ପୁଣି ଫେରିଲା ଲକଡାଉନ୍ । ବ୍ରିଟେନରେ କରୋନାର ଥାର୍ଡ ଓ୍ୱେଭ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଇଂଲଣ୍ଡକୁ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆସନ୍ତା ଗୁରୁବାରଠାରୁ (ନଭେମ୍ୱର ୫ତାରିଖ)…

କରୋନା ସହ ମୁକାବିଲା: ଆଇସିୟୁ ଛାଡ଼ିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ଭୂତାଣୁ ଜନିତ ପରୀକ୍ଷାରେ ପଜିଟିଭ୍ ଚିହ୍ନିତ ହେବାପରେ ସୋମବାର ରାତିରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଜନସନ୍ ଲଣ୍ଡନର ସେଣ୍ଟ୍ ଥୋମାସ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟରେ ୪ ଦିନ ଚିକିତ୍ସିତ ହେବା ପରେ ଗୁରୁବାର ଦିନ…