Latest Odisha News

BREAKING NEWS

Browsing Tag

Brajarajnagar

ମନ୍ତ୍ରୀଙ୍କୁ ASIଙ୍କ ହତ୍ୟା ପରେ ବଦଳିଲେ ଏସପି ଓ ଏସଡିପିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ASI ହତ୍ୟା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଝାରସୁଗୁଡ଼ା ଏସପିଙ୍କ ସହ ବ୍ରଜରାଜନଗର ଏସଡିପିଓ । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।…

ଡବଲ ମର୍ଡର ମାମଲାରେ ଜାମିନ୍ ପାଇଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡ଼ା: ମାଆ, ଝିଅଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ବିଳାସପୁର ହାଇକୋର୍ଟ । ୨୦୧୬ ମସିହାରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ…