ସାମ୍ନାକୁ ଆସିଲା ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ
ରାଉରକେଲା: ଭିଡିଓ କରି କାରଣ ଜଣାଇବା ପରେ ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ । ପାରିବାରିକ କଳହ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦର ପରିଣାମ କେତେ ସାଂଘାତିକ ହୋଇପାରେ, ତାହାର ଏକ ଚିତ୍ର ସାମ୍ନାକୁ ଆସିଛି । ଜାମସେଦପୁରର ଏକ ୭ ମହଲା ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି…