Latest Odisha News

BREAKING NEWS

Browsing Tag

Census

ଆସନ୍ତା ଜନଗଣନା ହେବ ଡିଜିଟାଲ; ମୋବାଇଲ ଆପରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ: ଆଗାମୀ ଜନଗଣନା ଡିଜିଟାଲ ହେବ । ଆଉ କାଗଜ, କଲମ, ଖାତା ବହି ବ୍ୟବହାର ହେବନି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭା ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଜିଟାଲ ଜନଗଣନା ହେବ ବୋଲି…

ସରକାର ବଦଳାଇଲେ ନିୟମ, ଏଥର ଅନଲାଇନରେ ହୋଇପାରିବ ଜନଗଣନା

ନୂଆଦିଲ୍ଲୀ: କୋଭିଡ ମହାମାରୀ ପାଇଁ ପ୍ରତି 10 ବର୍ଷ ହେଉଥିବା ଜନଗଣନା କାର୍ଯ୍ୟକ୍ରମ ହୋଇପାରିନଥିଲା। ଯଦିଓ କୋଭିଡ ଏବେ ବି ଯାଇନାହିଁ କିନ୍ତୁ ପୂର୍ବ ଅପେକ୍ଷା ଅନେକ ସୁଧାର ଆସିଥିବାରୁ ସରକାର ଖୁବଶୀଘ୍ର ଜନଗଣନା କରାଇପାରନ୍ତି। ତେବେ ଏଥର ଜନଗଣନା ପାଇଁ ସରକାର ନିୟମରେ ପରିବର୍ତନ…

କରୋନା ଯୋଗୁଁ ଜନଗଣନା-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ହେତୁ ଜନଗଣନା ୨୦୨୧ର ପ୍ରଥମ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦକୁ ସୂଚନା ଦେଇଛି। ଏହାକୁ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦, ୨୦୨୦ ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକଳାପ କେବେ ହେବ ସେନେଇ ଚୂଡ଼ାନ୍ତ…

ଗୃହ ମନ୍ତ୍ରଣାଳୟର ଜନଗଣନା ଓ ଏନପିଆର ବୈଠକରେ ଯୋଗଦେବନି ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରଣାଳୟର ଜନଗଣନା ଓ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର୍ (ଏନପିଆର୍‌) ସମ୍ବନ୍ଧୀୟ ଏକ ବୈଠକ ଜରୁରୀ ଡକାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ସାମିଲ ହେବ ନାହିଁ ବୋଲି ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ମୋବାଇଲ୍ ଆପରେ ହେବ ୨୦୨୧ ଜନଗଣନା !

ନୂଆଦିଲ୍ଲୀ: ଭାରତରେ ଆସନ୍ତା ୨୦୨୧ ଜନଗଣନା କାଗଜ କଲମ ବଦଳରେ ମୋବାଇଲ୍ ଆପ ଦ୍ୱାରା ଅନୁଷ୍ଠିତ ହେବ । ଦିଲ୍ଲୀ ଜନଗଣନା ଭବନରେ ଏକ କାର୍ଯ୍ୟକ୍ରମ ଅବସରରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ କାଗଜ କଲମକୁ ଛାଡି ଡିଜିଟାଲ ଜନଗଣନା କରିବାର ସମୟ ଆସିଯାଇଛି । ଏପରିକି ଜନଗଣନା…