Latest Odisha News

BREAKING NEWS

Browsing Tag

Chamoli Tragedy

ଉତ୍ତରାଖଣ୍ଡ ଚମୋଲିରେ ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏଯାବତ୍ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତପୋବନ ଏନଟିପିସି ସୁଡ଼ଙ୍ଗରୁ ଆଉ ୮ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାହାରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୁଡ଼ଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ଆଶଙ୍କା…

ତପୋବନ ଟନେଲରେ ପାଣି ଭର୍ତ୍ତି, ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଚମୋଲୀ: ତପୋବନ ଟନେଲ୍‌ରେ ପାଣି ଭରି ରହିଛି । ଏଥିପାଇଁ ରେସ୍କ୍ୟୁ ଅପରେସନକୁ ଏବେ ସ୍ଥଗିତ ରଖାଯାଇଛି । ଏବେ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇସାରିଛି । ସେପଟେ ୧୭ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ୫ମ ଦିନରେ ମଧ୍ୟ ତପୋବନ ଟନେଲରେ ଫସିଥିବା ୩୦ରୁ ଅଧିକ…